ମାଇକ୍ରୋସଫ୍ଟ ଫାଉଣ୍ଡ୍ରି ସହାୟତାରେ ଫୋନପେ ଆରମ୍ଭ କଲା AI-ପାୱାର୍ଡ ସର୍ଚ୍ଚ ସୁବିଧା

PhonePe Launches AI-Powered search built using Microsoft Foundry ୟୁଜରମାନେ ଏବେ ସରଳ ଭଏସ କିମ୍ବା ଟେକ୍ସଟ କମାଣ୍ଡ ମାଧ୍ୟମରେ ଆପ ବ୍ୟବହାର କରିବା ସହ ପେମେଣ୍ଟ କରିପାରିବେ ଏବଂ ଟ୍ରାଞ୍ଜାକସନର ସବିଶେଷ ତଥ୍ୟ ପାଇପାରିବେ~ ଫୋନପେ ଆଜି ମାଇକ୍ରୋସଫ୍ଟ ଫାଉଣ୍ଡ୍ରି

ଓଡ଼ିଶାର ସ୍ୱାସ୍ଥ୍ୟଭିତିକ ଷ୍ଟାର୍ଟଅପକୁ ଛୁଂଚି ଯନ୍ତ୍ରଣା-ମୁକ୍ତ ଡିଭାଇସ ପାଇଁ ମିଳିଲା ପେଟେଂଟ

ଭୁବନେଶ୍ୱର : ଏବେ ଛୁଂଚି ଯନ୍ତ୍ରଣାର ଭୟ ବିନା ଚିକିତ୍ସା ଏବଂ ଇଞ୍ଜେକ୍ସନ ନେବା ସମ୍ଭବ ହେବ । ଓଡ଼ିଶା-ଭିତିକ ଏକ ଷ୍ଟାର୍ଟଅପ ଜେଡଟପ ଆଇଓଟି ସଲ୍ୟୁସନ୍ସ ପ୍ରାଇଭେଟ ଲିମିଟେଡ, ଏହାର ଅଗ୍ରଣୀ ଟପିକାଲ ଆନାସ୍ଥେଟିକ ଇଣ୍ଡ୍ୟୁସର (ଟିଏଆଇ) ଉପକରଣ ପାଇଁ ଏକ ପେଟେଂଟ ହାସଲ କରିଛି । ଏହା ଏକ ପ୍ରଥମ

ପୃଥିବୀକୁ ସୁରକ୍ଷିତ ରଖିବା ପାଇଁ ସ୍ୱଚ୍ଛ ସବୁଜ ଶକ୍ତି ଆବଶ୍ୟକ -ଏମଏସଏମଇ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ

ଭୁବନେଶ୍ୱର : ଭୁବନେଶ୍ୱରର ଇଡ୍‌କୋ ପ୍ରଦର୍ଶନୀ ପଡିଆଠାରେ ଆୟୋଜିତ ଗ୍ଲୋବାଲ କ୍ଲିନଟେକ ଏକ୍ସପୋ ଓଡିଶା ଉଦ୍‌ଘାଟିତ ହେବା ସହିତ ସବୁଜ ଶକ୍ତି ପାୱାରହାଉସ ଭାବେ ବିକଶିତ ହେବା ପାଇଁ ଓଡିଶାର ଲକ୍ଷ୍ୟକୁ ଏକ ମଜବୁତ ପ୍ରୋତ୍ସାହନ ମିଳିଛି । ଏହି ଦୁଇଦିନିଆ ସମ୍ମିଳନୀ ମୁଖ୍ୟ ଅତିଥି ଭାବେ

ରାଉରକେଲାରେ ଟେକ୍ନୋସ୍ପୋର୍ଟର ଏକ୍ସକ୍ଲୁସିଭ ବ୍ରାଣ୍ଡ ଆଉଟଲେଟ ଉଦଘାଟିତ

ଭୁବନେଶ୍ୱର : ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଆକ୍ଟିଭୱେୟାର ବ୍ରାଣ୍ଡ ଟେକ୍ନୋସ୍ପୋର୍ଟ ପକ୍ଷରୁ ରାଉରକେଲାର ପ୍ଲୁଟୋନ ମଲ୍‌ଠାରେ ଓଡିଶାରେ ଏହାର ପ୍ରଥମ ଏକ୍ସକ୍ଲୁସିଭ ବ୍ରାଣ୍ଡ ଆଉଟଲେଟ (ଇବିଓ)ର ଶୁଭାରମ୍ଭ ଘୋଷଣା କରାଯାଇଛି । ୟୁନିଟ୍‌-୪ ସ୍ଥିତ ମଲର ୨ୟ ମହଲାରେ ୩୪୧୯ ବର୍ଗଫୁଟ ଅଂଚଳରେ

ସିଆଇଆଇ କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶା ବିକାଶ ପାଇଁ ନିବେଶକ ମାନଙ୍କୁ ଆମନ୍ତ୍ରଣ

ସମ୍ବଲପୁରରେ ଶିଳ୍ପ-ନେତୃତ୍ୱାଧୀନ ଦକ୍ଷତା ବିକାଶ ସହ୧୦୦୦-ଏକର ଜମିରେ ଇଣ୍ଡଷ୍ଟ୍ରିଆଲ ହବ୍ ପ୍ରତିଷ୍ଠା ପାଇଁ ଯୋଜନା: ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର: ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ସମ୍ବଲପୁରଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଏକାଧିକ ପରିବର୍ତନଶୀଳ ପଦକ୍ଷେପର ଶୁଭାରମ୍ଭ

ତତ୍ୱ ଟେକ୍ନୋଲୋଜିସ ପକ୍ଷରୁ ଏଆଇ-ଚାଳିତ ଓମନିଏଜେଂଟର ଶୁଭାରମ୍ଭ

ଭୁବନେଶ୍ୱର: ପୂର୍ବ ଭାରତର ଏକ ଅଗ୍ରଣୀ ଆଇଟି-ସକ୍ଷମ ସେବା କମ୍ପାନୀ, ତତ୍ୱ ଟେକ୍ନୋଲୋଜିସ୍‌, ଭୁବନେଶ୍ୱରର ଇନଫୋସିଟି କ୍ୟାମ୍ପସରେ ଏହାର ୨୪ତମ ପ୍ରତିଷ୍ଠା ଦିବସ ଅବସରରେ ଏହାର ଏଆଇ-ଚାଳିତ ପ୍ଲାଟଫର୍ମ ‘ଓମନିଏଜେଂଟ\'ର ଶୁଭାରମ୍ଭ କରିଛି । ଏହି ଅବସରରେ ତତ୍ୱ ଟେକ୍ନୋଲୋଜିର

ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା

ପାଣିପାଗ ବିଭାଗର ସୂଚନା ଅନୁସାରେ, ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ପରବର୍ତ୍ତୀ ସମୟରେ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ରାଜ୍ୟର ଉତ୍ତରଭାଗର କିଛି ସ୍ଥାନରେ

ପ୍ରସ୍ତାବିତ ଆଇପିଓ ପାଇଁ ଏନଏସଇ ସେବିଠାରୁ ଏନଓସି ହାସଲ କରିଛି

ଭୁବନେଶ୍ୱର: ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ ଅଫ୍ ଇଣ୍ଡିଆ (ଏନଏସଇ) ନିକଟରେ ସିକ୍ୟୁରିଟିଜ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍ ଇଣ୍ଡିଆ (ସେବି)ଠାରୁ ଏହାର ପ୍ରସ୍ତାବିତ ଇନିସିଆଲ ପବ୍ଲିକ ଅଫରିଙ୍ଗ (ଆଇପିଓ) ପାଇଁ ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ (ଏନଓସି) ହାସଲ କରିଛି । ଯାହାକି ଏକ୍ସଚେଞ୍ଜର

କେନ୍ଦ୍ର ବଜେଟ୨୦୨୬-୨୭କୁ ସିଆଇଆଇ ଓଡ଼ିଶା ପକ୍ଷରୁ ସ୍ୱାଗତ

ଭୁବନେଶ୍ବର : ମାନ୍ୟବର କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଦ୍ୱାରା ଆଜି ସଂସଦରେ ଉପସ୍ଥାପିତ କେନ୍ଦ୍ର ବଜେଟ୍ ୨୦୨୬-୨୭କୁ କନଫେଡେରେସନ ଅଫ୍ ଇଣ୍ଡିଆନ୍ ଇଣ୍ଡଷ୍ଟ୍ରି (ସିଆଇଆଇ) ଓଡ଼ିଶା ରାଜ୍ୟ ପରିଷଦ ପକ୍ଷରୁ ସ୍ୱାଗତ କରାଯାଇଛି । ଏହାକୁ ଏକ ପ୍ରଗତିଶୀଳ ଏବଂ

ଓଡ଼ିଶାର ପଛୁଆ ଅଂଚଳରେ ସ୍ଥାୟୀ ନିଯୁକ୍ତି ବୃଦ୍ଧି ଉପରେ ଗୁରୁତ୍ୱ

ଭୁବନେଶ୍ୱର: କେନ୍ଦ୍ର ବଜେଟ ୨୦୨୬-୨୭ ପୂର୍ବରୁ, ଓଡ଼ିଶାର ପଛୁଆ ଅଂଚଳ, ବିଶେଷକରି ଦକ୍ଷିଣ-ପଶ୍ଚିମ ଅଂଚଳ, କଳାହାଣ୍ଡି ଏବଂ ରାୟଗଡ଼ା ଭଳି ଜିଲ୍ଲାଗୁଡ଼ିକରେ ଗତ ବର୍ଷର ଟ.୯,୧୭୬ କୋଟିର ଅତିରିକ୍ତ ପାଣ୍ଠି ସହାୟତାକୁ ବଜାୟ ରଖିବା ସହିତ ସ୍ଥାୟୀ ନିଯୁକ୍ତି ସୃଷ୍ଟିକୁ ତ୍ୱରାନ୍ୱିତ କରିବାକୁ