ବରିଷ୍ଠ ପ୍ରଶାସନିକ ଅଧିକାରୀ ଆଦିତ୍ୟ ପ୍ରସାଦ ପାଢ଼ୀ ହେଲେ ରାଜ୍ୟ ନିର୍ବାଚନ କମିଶନ

0 959

ଭୁବନେଶ୍ୱର – ୧୯୮୩ ବ୍ୟାଚ୍‍ର ବରିଷ୍ଠ ପ୍ରଶାସନିକ ଅଧିକାରୀ ଆଦିତ୍ୟ ପ୍ରସାଦ ପାଢ଼ୀ ସୋମବାରରେ ରାଜ୍ୟ ନିର୍ବାଚନ କମିଶନର୍‍ ଭାବେ ଦାୟିତ୍ୱ ନେଇଛନ୍ତି । ଆଗମୀ ଦିନରେ ପୌର ଓ ପଞ୍ଚାୟତ ନିର୍ବାଚନ ହେବାକୁ ଥିଲାବେଳେ ଏହାକୁ କିପରି ସୁଚାରୁରୂପେ ପରିଚାଳନା କରିବେ କହିଛନ୍ତି । ଦାୟିତ୍ୱ ହସ୍ତାନ୍ତର ପରେ ବିଦାୟୀ ନିର୍ବାଚନ କମିଶନର୍‍ କହିଛନ୍ତି, ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନ ଲାଗି ପ୍ରସ୍ତୁତି ସରିଛି । ଆଇନଗତ ଅସୁବିଧା ଯୋଗୁଁ ନିର୍ବାଚନ ହୋଇପାରି ନାହିଁ । ଅସୁବିଧା ଦୂର ପରେ ନିର୍ବାଚନ ଅନୁଷ୍ଠିତ ହେବ ।

Leave A Reply