ଭାରତର ଚନ୍ଦ୍ରଯାନ-୧ର ତଥ୍ୟ ସତ ବୋଲି ମାନିଲା ନାସା, ଚନ୍ଦ୍ରରେ ରହିଛି  ବରଫ

ଭାରତର ଚନ୍ଦ୍ରଯାନ-୧ର ତଥ୍ୟ ସତ ବୋଲି ମାନିଲା ନାସା, ଚନ୍ଦ୍ରରେ ରହିଛି  ବରଫ

0 552

ନ୍ୟୁୟର୍କ.- ଭାରତର ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଚନ୍ଦ୍ରକୁ ଚନ୍ଦ୍ରଯାନ-୧ ପ୍ରରଣ କରିଥିଲା । ଏହା ଚନ୍ଦ୍ରରେ ପାଣିଥିବା କଥା ଏହି ଯାନ ଦେଇଥିବା  ତଥ୍ୟ ଓ ଫଟୋରୁ ସ୍ପଷ୍ଟ ହୋଇଥିଲା ।  ତେବେ ଚନ୍ଦ୍ରର ଉତ୍ତରରୁ ଦକ୍ଷିଣ ମେରୁ ପର୍ଯ୍ୟନ୍ତ ଅନେକ ସ୍ଥାନରେ ମାଟି ତଳେ ବରଫ ଜମି ରହିଥିବା ଏହି ତଥ୍ୟରୁ ଜଣା ପଡିଛି ।

୨୦୦୮ ମସିହାରେ ଚନ୍ଦ୍ରଯାନ ସହ ଆମେରିକାର ଇନପ୍ରାରେଡ୍ର ଯନ୍ତ୍ରାଂଶ ପଠାଯାଇଥିଲା। ଏହା ପଯାଇଥିବା ତଥ୍ୟରୁ ଚନ୍ଦ୍ରର ଦୁଇ ମେରୁ ଉତ୍ତର ଓ ଦକ୍ଷିଣ ମେରୁରରେ  ବରଫ ଓ ପାଣିଥିବା କଥା ସ୍ଫଷ୍ଟ ହୋଇଛି । ଏହା ସୂନରୁ ୧୬୩ ତଳେ ଅର୍ଥାତ -୧୬୩ ଡିଗ୍ରୀସେଲସିୟସରେ ରହିଛି । ଏଥିରୁ ଅନେକ ତଥ୍ୟ ସାମ୍ନାକୁ ଆସିବ । ଚନ୍ଦ୍ରରେ ଜୀବଜଗତ ସମ୍ଭବ କି ନାହିଁ । ଯଦି ପାଣି ଅଛି ତେବେ  ଚନ୍ଦ୍ରରେ ଜୀବନର ସତ୍ତା ଅଛି ନାହିଁ ସେ ବିଷୟରେ ଅନେକ ଗବେଷଣା କରିହେବ ।

Leave A Reply