ପୁରୁଷ, ବାଳକ, ଯୁବକଙ୍କ ପାଇଁ ଏହା ଅଧିକ କରିବା ସ୍ୱାସ୍ଥ୍ୟ ପକ୍ଷେ ଖରାପ

0 2,274

ଏକ ନିର୍ଦିଷ୍ଟ ବୟସରେ ପହଞ୍ଚିବା ପରେ ଅଧିକାଂଶ ପୁରୁଷ ହସ୍ତ ମୈଥୁନ କରିଥାଆନ୍ତି ।  ଏହା ସେକ୍ସ ଲାଇଫର ଏକ ଅଂଶ । ଏହା ଦ୍ୱାରା ଶରୀରର ହରମୋନ ସନ୍ତୁଳିତ ହୁଏ । ଏହା ଏକ ସାମାନ୍ୟ ପକ୍ରିୟା , ଡାକ୍ତର  ଓ ବିଶେଷଜ୍ଞମାନେ ଏହାକୁ ସାମାନ୍ୟ ପକ୍ରିୟା ବୋଲି କହିଥାଆନ୍ତି ।  ମାତ୍ର ପରିଷ୍କାର ପରିଛନ୍ନ ହୋଇ ଏହା କରିବା ଆବଶ୍ୟକ । ଏପରି କଲେ ଏଡସ୍‌ ଓ ଅନ୍ୟ ଏସ୍‌ଟିଡି ରୋଗ ବ୍ୟାପି ନଥାଏ ।

ମାତ୍ର ଅତ୍ୟଧିକ କଲେ ସ୍ୱାସ୍ଥ୍ୟ ପ୍ରତି କିଛି ଖରାପ ପ୍ରଭାବ ରହିଛି । ମେଲ୍‌ କିମ୍ବା ଫିମେଲ ଏପରି  ଅଧିକ କଲେ ସ୍ୱାସ୍ଥ୍ୟ ପକ୍ଷ କେତକ ଖରାପ ପ୍ରଭାବ ଦେଖିବାକୁ ମିଳିଥାଏ । ମାତ୍ର ଅଧିକ କରିବା ଫଳରେ ସମ୍ବେଦନଶୀଳ ଅଙ୍ଗରେ ଆଘାତ ଲାଗିବାର ସମ୍ଭାବନା ରହିଛି । ଏହା ଦ୍ୱାରା ମାନସିକ ସ୍ୱାସ୍ଥ୍ୟ ବି ପ୍ରଭାବିତ ହୋଇଥାଏ । ସମ୍ବେଦନଶୀଳ ଅଙ୍ଗର ମାଂସପେଶୀରେ ଆଘାତ ଲାଗି ମାଂସପେଶୀ ଭଗ୍ନ ହୋଇପାରେ । ଶୁକ୍ରାଣୁ ସଂଖ୍ୟା କମିପାରେ ଏହା ଦ୍ୱାରା ଭବଷ୍ୟତରେ ଅସୁବିଧା ହୋଇ ପାରେ । ପାଚନ ତନ୍ତ୍ର ଉପରେ କୁ ପ୍ରଭାବ ପକାଏ ଓ ଖାଦ୍ୟ ଭଲ ହଜମ ହୁଏ ନାହିଁ । ଏପରି କିଛି ସମସ୍ୟା ଆସିଲେ ବିନ ଦିଧ୍ୱାରେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

Leave A Reply