କୌଣସି ଖର୍ଚ୍ଚ ବିନା ପାଇବେ ଉତ୍ତମ ସ୍ୱାସ୍ଥ୍ୟ, ପ୍ରତିଦିନ କରନ୍ତୁ ଯୋଗ

0 1,005

ଶରୀର ସୁସ୍ଥ ରହିଲେ ସବୁକିଛି ଭଲ ଲାଗିଥାଏ । ଏଥିପାଇଁ ଅନେକ ଲୋକ ଅନେକ କିଛି ଖର୍ଚ୍ଚ କରିଥାଆନ୍ତି  । ମାତ୍ର ପ୍ରତିଦିନ ସକାଳେ କିମ୍ବା ସନ୍ଧ୍ୟା ସମୟରେ ଆପଣ ଅଳ୍ପ କିଛି ସମୟ ଯୋଗ କଲେ ଉତ୍ତମ ସ୍ୱାସ୍ଥ୍ୟ ଲାଭ କରିବେ । ଅନେକ ରୋଗ ସ୍ପର୍ଶ କରିପାରିବ ନାହିଁ । କେବଳ ସ୍ୱାସ୍ଥ୍ୟ ନୁହେଁ ମନ ବି ଭଲ ରହିବ । ଏହି କଥାକୁ ଅନେକ ଗ୍ୟାରେଣ୍ଟି ସହ କହିଛନ୍ତି ।ଏହାର ଅନେକ ପ୍ରମାଣ ମଧ୍ୟ ମିଳିଛି । ଆରବରେ ଜଣେ ମହିଳା ଯୋଗ କରି  କର୍କଟ ରୋଗ(କ୍ୟାନସରର ) ମୁକ୍ତି ପାଇବା ପରେ ଏବେ  ମୁସଲମାନ ବହୁଳ ଆରବରେ ଯୋଗକୁ ମାନ୍ୟତା ମିଳିଛି ।

ଯୋଗ ମଧୁମେହ ବା ଡାଇବେଟିସ୍‌କୁ ନିୟନ୍ତ୍ରଣ କରେ ।

ହୃଦ ରୋଗ , ହାର୍ଟ ଆଟକ ସମ୍ଭାବନା ବହୁତ କମ୍‌ କରିଥାଏ ।

କୋଲେଷ୍ଟରଲ କମ୍‌ କରେ ।

ମୋଟାପଣ କମ୍‌ କରେ ।

ଫୁସ୍‌ଫୁସ୍‌ ସହ ଶରୀରର ଅନେକ ଅଂଶକୁ ଅମ୍ଳଜାନ(ଅକ୍ସିଜେନ୍‌ ) ପହଞ୍ଚାଇଥାଏ ।

ମସ୍ତିଷ୍କର ଶକ୍ତି ବୃଦ୍ଧି କରେ ।

ଯୋଗ ଦ୍ୱାରା ଆହୁରି ଅନେକ ଫାଇଦା ମିଳିଥାଏ।

ଭାରତ ହେଉଛି ଯୋଗର ଜନ୍ମ ଭୂମି ।

Leave A Reply