ଇଣ୍ଡୋନେସିଆ ସୁନାମୀ ପଛରେ ଆଉ ଏକ କାରଣ ଥାଇପାରେ, କଣ ସେ କାରଣ ?
ଭୁବନେଶ୍ୱର : ଇଣ୍ଡୋନେସିଆରେ ଗତ କାଲି ଆସିଥିବା ପ୍ରଳୟଙ୍କରୀ ସୁନାମୀ ଫଳରେ ନାହିଁ ନଥିବା କ୍ଷୟକ୍ଷତି ହୋଇଛି । ପ୍ରାୟ 1000 ରୁ ଅଧିକ ବ୍ୟକ୍ତି ମୃତ୍ୟୁବରଣ କରିଥିବାବେଳେ ଆହୁରି ଅନେକ ନିଖୋଜ ଅଛନ୍ତି । କିନ୍ତୁ ବୈଜ୍ଞାନିକ ମାନେ ଏହି ସୁନାମୀର ଭୟଙ୍କର ରୂପକୁ ନେଇ ଚକିତ ହୋଇଯ଼ାଇଛନ୍ତି ।…