ଅଜୟ କୁମାର ପଟ୍ଟନାୟକ ଶ୍ରେଷ୍ଠ ହିନ୍ଦୀ ଗଳ୍ପ ପାଇଁ ପାଇବେ କେନ୍ଦ୍ରସାହିତ୍ୟ ଏକାଡେମୀ ପୁରସ୍କାର
ନୂଆଦିଲ୍ଲୀ -- ଅବସରପ୍ରାପ୍ତ ହିନ୍ଦୀ ପ୍ରଫେସର ତଥା ବିଶିଷ୍ଟ ଅନୁବାଦକ ଅଜୟ କୁମାର ପଟ୍ଟନାୟକ ଶ୍ରେଷ୍ଠ ହିନ୍ଦୀ ଗଳ୍ପ ପାଇଁ କେନ୍ଦ୍ରସାହିତ୍ୟ ଏକାଡେମୀ ପୁରସ୍କାର ପାଇବେ ।
୪୦ରୁ ଊଦ୍ଧ୍ୱର୍ ପୁସ୍ତକ ରଚନା କରିଥିବା ପ୍ରଫେସର ପଟ୍ଟନାୟକଙ୍କ ଏହି ଶ୍ରେଷ୍ଠ ହିନ୍ଦୀଗଳ୍ପ ପୁସ୍ତକରେ ୨୫ଟି…