Browsing Tag

RATHYATRA2019

ମହାବାହୁଙ୍କର ପତିତପାବନ ଲୀଳା

ପୁରୁଷୋତ୍ତମ କ୍ଷେତ୍ରରେ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ବା ମଞ୍ଚସ୍ନାନ ଏକ ଶାସ୍ତ୍ରୀୟ ଭିତ୍ତ ଭୂମିର ଲୀଳା । ଏହାହିଁ  ଦେବସ୍ନାନ ପୂର୍ଣ୍ଣିମା ବା ସ୍ନାନଯାତ୍ରା, ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥିରେ ଶ୍ରୀକ୍ଷେତ୍ରରେ ପାଳନ କରାଯାଏ । ଏହି ଦିନ ଶ୍ରୀମନ୍ଦିରର ସ୍ନାନ ମଣ୍ଡପରେ…

ସ୍ନାନ ବେଦୀର ଶାସ୍ତ୍ରୀୟ ବାଖ୍ୟା

ଦକ୍ଷିଣାଭିମୁଖେ  ଵିଷ୍ଣୌ ସ୍ନାନକାଳେ ନୃପୋତ୍ତମ। ବିଷ୍ଣୋର୍ନିରାଜନବିଧିଂ ଯେ ପଶ୍ୟନ୍ତି ଚ ଭକ୍ତିତଃ।। ପଦେ ପଦେऽଶ୍ବମେଧାନାଂ  ଫଳଂ ତେଷାଂ ଭବେତ୍ ଧୃବମ୍। ମନୋରଥସ୍ୟ  ସଂସିଦ୍ଧିସ୍ତେଷାଂ ଭବତି ତତ୍-କ୍ଷଣାତ୍   । ଅନ୍ତେ ବୈକୁଣ୍ଠଭବନଂ ତେ ଚ ଗଚ୍ଛନ୍ତି ମାନବାଃ  ।। …

ଶ୍ରୀକ୍ଷେତ୍ରରେ ପବିତ୍ରସ୍ନାନ ପୂର୍ଣ୍ଣମୀ ପାଳିତ, ହାତୀବେଶରେ ଦର୍ଶନ, ଭକ୍ତଙ୍କୁ ସ୍ପର୍ଶ ବାରଣ

ପୁରୀ .- ସୋମବାରରେ ଶ୍ରୀକ୍ଷେତ୍ର ସହ ବିଶ୍ୱର ବିଭିନ୍ନ ସ୍ଥାନରେ ପବିତ୍ର ସ୍ନାନ ପୂର୍ଣ୍ଣମୀ ଆଗ୍ରହ ସହକାରେ ପାଳିତ ହେଉଠି , ଶ୍ରୀକ୍ଷେତ୍ରରେ ସକାଳ ୫ଟା ୧୦ ମିନିଟରେ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା । ସକାଳ ସାଢେ ୬ଟାରେ ଏହା ଶେଷ ହୋଇଥିଲା ।ମଙ୍ଗଳ ଆଳତି, ମହଲିମ, ତଡ଼ପଲାଗି ଆଦି ନୀତି ଶେଷ…