Browsing Tag

pipilinews

ଆସନ୍ତା ୩୦ ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନ ପାଇଁବିଧିବଦ୍ଧ ଭାବେ ପ୍ରଚାର ଆରମ୍ଭ

ଆସନ୍ତା ୩୦ ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନ ପାଇଁ ରୁ ବିଧିବଦ୍ଧ ଭାବେ ପ୍ରଚାର ଆରମ୍ଭ । ଆଜିଠାରୁ ପ୍ରଚାର ପାଇଁ ମାତ୍ର ୭ ଦିନ ମିଳିଥିବାରୁ ମୁଖ୍ୟ ରାଜନୈତିକ ଦଳଗୁଡ଼ିକ ତାଙ୍କର ପ୍ରଚାର ଅଭିଯାନକୁ ଜୋର୍‍ଦାର କରିବାର ସମ୍ଭାବନା ରହିଛି । ରୋଡ୍‍ ଶୋ’, ସାଇକେଲ୍‍