Browsing Tag

ODISHANEXT

ଦୀପାବଳୀପରେ ଖୋଲିବ ଷଷ୍ଠ ଏବଂ ସପ୍ତମ ଶ୍ରେଣୀ – ଗଣଶିକ୍ଷା ମନ୍ତ୍ରୀ ଦେଲେ ସୂଚନା

ଦୀପାବଳି ପରେ ଷଷ୍ଠ ଓ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ୍‍ ଖୋଳିବ ବୋଲି ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି । ହେଲେ କେବେ ସ୍କୁଲ୍‍ ଖୋଲିବ, ସେନେଇ ବିଚାରବିମର୍ଶ ଚାଲିଥିବା ସେ କହିଛନ୍ତି । ପର୍ଯ୍ୟାୟକ୍ରମେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପାଠପଢ଼ା ପାଇଁ ମଧ୍ୟ ସ୍କୁଲ୍‍ ଖୋଲିବ ।

ଅଲିଭ ରିଡ୍‍ଲେ କଇଁଛଙ୍କ ଆଗମନକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର…

ଅଲିଭ ରିଡ୍‍ଲେ କଇଁଛଙ୍କ ଆଗମନକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲା ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳରେ ମାଛଧରା ବନ୍ଦ ରଖାଯାଇଛି । ଏହା ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ । ରାଜନଗର ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ବନ୍ଦ

ଦୀପାବଳି ଏବଂ କାଳୀପୂଜାରେ ବାଣ ଫୁଟାଇବା ଦ୍ୱାରା କରୋନା ସଂକ୍ରମଣ ଅଧିକ ବଢ଼ିପାରେ ବୋଲି ଡି.ଏମ୍‍.ଇ.ଟି. କହିଛନ୍ତି

ଦୀପାବଳି ଏବଂ କାଳୀପୂଜାରେ ବାଣ ଫୁଟାଇବା ଦ୍ୱାରା କରୋନା ସଂକ୍ରମଣ ଅଧିକ ବଢ଼ିପାରେ ବୋଲି ଡି.ଏମ୍‍.ଇ.ଟି. କହିଛନ୍ତି । ସେ କହିଛନ୍ତି ବର୍ତ୍ତମାନ କରୋନା ସଂକ୍ରମଣ ସହ ଏହା ବୃଦ୍ଧି ପାଇବା ଏକ ଚିନ୍ତାଜନକ ବିଷୟ । ସେଥିପାଇଁ ସେ ସମସ୍ତଙ୍କୁ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି ।

କଟକରେ ପ୍ରଥମ ଥର ଲାଗି ଆରମ୍ଭ ହୋଇଛି ଇ-ଟୟଲେଟ୍‍ ବ୍ୟବସ୍ଥା

କଟକ ମହାନଗର ନିଗମ ପକ୍ଷରୁ ସୁଲଭ ପରିମଳ କେନ୍ଦ୍ର ଓ ରିଫ୍ରେଶମେଣ୍ଟ ସେଣ୍ଟରର ଉଦ୍‍ଘାଟନ ହୋଇଛି । କଟକରେ ପ୍ରଥମ ଥର ଲାଗି ଆରମ୍ଭ ହୋଇଛି ଏହି ଇ-ଟୟଲେଟ୍‍ ବ୍ୟବସ୍ଥା । ଲୋକଙ୍କୁ ଏକଟଙ୍କା ଦେୟରେ ଏହି ସୁବିଧା ଯୋଗାଇ ଦିଆଯିବ । ଏହି ସେବା ଓ ରକ୍ଷଣାବେକ୍ଷଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠି

ପୁରୀ ପୌରାଞ୍ଚଳବାସୀ ଏଣିକି ଶ୍ରୀମନ୍ଦିର ଭିତରକୁ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିପାରିବେ

ପୁରୀ ପୌରାଞ୍ଚଳବାସୀ ଏଣିକି ଶ୍ରୀମନ୍ଦିର ଭିତରକୁ ପଶ୍ଚିମ ଦ୍ୱାର ଦେଇ ପ୍ରବେଶ କରିପାରିବେ । ପୂର୍ବରୁ ପୁରୀବାସୀଙ୍କ ସମେତ ଅନ୍ୟ ଶ୍ରଦ୍ଧାଳୁମାନେ ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରୁଥିଲେ । କୋଭିଡ୍‍ କଟକଣା ମଧ୍ୟରେ ଦୁଇ ଡୋଜ୍‍ ଟିକାର ପ୍ରମାଣପତ୍ର କିମ୍ବା

ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ

ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାରୁ ଏହା ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ଦକ୍ଷିଣ ଓଡ଼ିଶାର ଗଜପତି, ଗଞ୍ଜାମ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ

ରାଜ୍ୟରେ ରବିବାର ଠାରୁ ୨ ରୁ ୧୮ ବର୍ଷ ପିଲାଙ୍କୁ କରୋନା ଟିକା ଦେବାପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ସ୍ୱାସ୍ଥ୍ୟ ଓ…

ରାଜ୍ୟରେ ରବିବାର ଠାରୁ ୨ ରୁ ୧୮ ବର୍ଷ ପିଲାଙ୍କୁ କରୋନା ଟିକା ଦେବାପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଥିନିମନ୍ତେ ଭର୍ଚୁଆଲ ମାଧ୍ୟମରେ ଆଜିଠାରୁ ସ୍ୱାସ୍ଥ୍ୟ

କାର୍ତ୍ତିକ ସୋମବାର ଅବସରରେ ଧବଳଶ୍ୱରରେ ୧୪୪ ଧାରା

କାର୍ତ୍ତିକ ମାସ ପ୍ରଥମ ସୋମବାରରେ ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ଆଠଗଡ଼ ଦେବୋତ୍ତର ପ୍ରଶାସନିକ ମୁଖ୍ୟ ତଥା ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଗତକାଲିଠାରୁ ଧବଳେଶ୍ୱର ପୀଠ ଚତୁଃପାଶ୍ୱର୍ରେ ୧୪୪

ଲକ୍ଷ୍ମୀପୂଜା କାର୍ତ୍ତିକ ବ୍ରତ ବଡ଼କୋଠି ପୂଜା ମହାଖଳା ପୂଜା

କାର୍ତ୍ତିକ ବ୍ରତ ପବିତ୍ର କୁମାର ପୂର୍ଣ୍ଣମୀ । ଏହି ଅବରସରେ ପାରମ୍ପରିକ ରୀତିମତେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କର କେତେକ ବିଶେଷ ନୀତି ଅନୁଷ୍ଠିତ ହେଉଛି । ଶ୍ରୀଜଗନ୍ନାଥ ମହାପ୍ରଭୁ ଖେଳରେ ତାଙ୍କ ପତ୍ନୀ ମହାଲକ୍ଷ୍ମୀଙ୍କ ପାଖରେ ହାରିଯିବା ପରେ ୭ ଦିନ ବନ୍ଧା ହୋଇରହିବେ । ସାଧାରଣ ଚଳଣି ଓ