Browsing Tag

odisha

ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ପୁଲିସ୍‍ ଥାନା ପ୍ରତିଷ୍ଠା ହେବ

ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ପୁଲିସ୍‍ ଥାନା ପ୍ରତିଷ୍ଠା ହେବ । ରାଜ୍ୟରେ ଥିବା ସମୁଦାୟ ୩୪ଟି ପୁଲିସ୍‍ ଜିଲ୍ଲାରେ ଗୋଟିଏ ଲେଖାଏଁ ଶିଶୁ ଅନୁକୂଳ ପୁଲିସ୍‍ ଥାନା ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାରଣରୁ

ଆସନ୍ତା ନଭେମ୍ବର ୨୪ ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‍ରେ ଏଫଆଇଏଚ୍‍ ଓଡ଼ିଶା ପୁରୁଷ ହକି ଜୁନିଅର ବିଶ୍ୱକପ୍‍ ବିନା…

ଆସନ୍ତା ନଭେମ୍ବର ୨୪ ରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‍ରେ ଏଫଆଇଏଚ୍‍ ଓଡ଼ିଶା ପୁରୁଷ ହକି ଜୁନିଅର ବିଶ୍ୱକପ୍‍ ବିନା ଦର୍ଶକରେ ଅନୁଷ୍ଠିତ ହେବ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଖେଳାଳି ଏବଂ ପ୍ରଶଂସକଙ୍କ ସୁରକ୍ଷା ପାଇଁ ସାମାଜିକ ଦୂରତା ଓ କୋଭିଡ୍‍ ପ୍ରୋଟୋକଲ ମାଧ୍ୟମରେ ଏହି ମ୍ୟାଚ

ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ

ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବାରୁ ଏହା ଲଘୁଚାପ ରୂପ ନେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆସନ୍ତାକାଲିଠାରୁ ଦକ୍ଷିଣ ଓଡ଼ିଶାର ଗଜପତି, ଗଞ୍ଜାମ, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ

ରାଜ୍ୟରେ ରବିବାର ଠାରୁ ୨ ରୁ ୧୮ ବର୍ଷ ପିଲାଙ୍କୁ କରୋନା ଟିକା ଦେବାପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ସ୍ୱାସ୍ଥ୍ୟ ଓ…

ରାଜ୍ୟରେ ରବିବାର ଠାରୁ ୨ ରୁ ୧୮ ବର୍ଷ ପିଲାଙ୍କୁ କରୋନା ଟିକା ଦେବାପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଥିନିମନ୍ତେ ଭର୍ଚୁଆଲ ମାଧ୍ୟମରେ ଆଜିଠାରୁ ସ୍ୱାସ୍ଥ୍ୟ

କାର୍ତ୍ତିକ ସୋମବାର ଅବସରରେ ଧବଳଶ୍ୱରରେ ୧୪୪ ଧାରା

କାର୍ତ୍ତିକ ମାସ ପ୍ରଥମ ସୋମବାରରେ ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ଆଠଗଡ଼ ଦେବୋତ୍ତର ପ୍ରଶାସନିକ ମୁଖ୍ୟ ତଥା ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଗତକାଲିଠାରୁ ଧବଳେଶ୍ୱର ପୀଠ ଚତୁଃପାଶ୍ୱର୍ରେ ୧୪୪

ଲକ୍ଷ୍ମୀପୂଜା କାର୍ତ୍ତିକ ବ୍ରତ ବଡ଼କୋଠି ପୂଜା ମହାଖଳା ପୂଜା

କାର୍ତ୍ତିକ ବ୍ରତ ପବିତ୍ର କୁମାର ପୂର୍ଣ୍ଣମୀ । ଏହି ଅବରସରେ ପାରମ୍ପରିକ ରୀତିମତେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କର କେତେକ ବିଶେଷ ନୀତି ଅନୁଷ୍ଠିତ ହେଉଛି । ଶ୍ରୀଜଗନ୍ନାଥ ମହାପ୍ରଭୁ ଖେଳରେ ତାଙ୍କ ପତ୍ନୀ ମହାଲକ୍ଷ୍ମୀଙ୍କ ପାଖରେ ହାରିଯିବା ପରେ ୭ ଦିନ ବନ୍ଧା ହୋଇରହିବେ । ସାଧାରଣ ଚଳଣି ଓ

ସି.ବି.ଏସ୍‍.ଇ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ଲାଗି ଚଳିତବର୍ଷର ଟର୍ମ ୱାନ୍‍ ବୋର୍ଡ ପରୀକ୍ଷା ନିମନ୍ତେ ସମୟ…

କନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସି.ବି.ଏସ୍‍.ଇ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ଲାଗି ଚଳିତବର୍ଷର ଟର୍ମ ୱାନ୍‍ ବୋର୍ଡ ପରୀକ୍ଷା ନିମନ୍ତେ ସମୟ ସାରଣୀ ପ୍ରକାଶ ପାଇଛି । ମିଳିଥିବା ସୂଚନା ଅନୁଯାୟୀ ଦଶମଶ୍ରେଣୀ ପରୀକ୍ଷା ନଭେମ୍ବର ୩୦ରୁ ଏବଂ ଦ୍ୱାଦଶ ପରୀକ୍ଷା ଡିସେମ୍ବର ୧

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଜଗତ୍‍ସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ…

ଉତ୍ତର ଓଡ଼ିଶାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ,

ଏଭଳି ପାଗ ଆସନ୍ତା ୨ରୁ ୩ ଦିନ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ

ଲଘୁଚାପ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ରାଜଧାନୀ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାରେ ବର୍ଷା ଲାଗିରହିଛି । ଏହାଛଡା କଟକ, ପୁରୀ, ଜଗତ୍‍ସିଂହପୁର, ବାଲେଶ୍ୱରରେ ମଧ୍ୟ ବର୍ଷା ହେଉଛି । ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର

ରାଜ୍ୟରେ ୧ କୋଟି ଲୋକଙ୍କୁ କରୋନାର ଦୁଇଟିଯାକ ଟିକା

ରାଜ୍ୟରେ ୧ କୋଟି ଲୋକଙ୍କୁ କରୋନାର ଦୁଇଟିଯାକ ଟିକା ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର ବିଭାଗ ଟ୍ୱିଟ୍‍ କରି ସୂଚନା ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ୩ କୋଟି ୪୩ ଲକ୍ଷ ୬୨ ହଜାର ୫୨୪ ଜଣ ଟିକା ନେଇଛନ୍ତି । ଏପର୍ଯ୍ୟନ୍ତ ୨ କୋଟି ୪୩ ଲକ୍ଷ ୨୩ ହଜାର ୧୪୬ ଜଣ ପ୍ରଥମ ଡୋଜ୍‍ ଟିକା