ଦେଶରେ ଏପର୍ଯ୍ୟନ୍ତ ୫ ହଜାର ୪୮୮ ଜଣ ଓମିକ୍ରନ ରେ ସଂକ୍ରମିତ -ରାଜ୍ୟରେ….
ରାଜ୍ୟରେ ଗୋଟିଏ ଦିନରେ ୩୦ଟି ଜିଲ୍ଲାରୁ ଆଉ ୧୦ ହଜାର ୫୯ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ସଙ୍ଗରୋଧରୁ ୫ ହଜାର ୮୩୩ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୪ ହଜାର ୨୨୬ ଜଣ ଥିବାବେଳେ ୧୮ବର୍ଷ ବୟସ ମଧ୍ୟରେ ୮୭୨ ଜଣ ଚିହ୍ନଟ ହୋଇଛନ୍ତି ।
ଏହି ନୂଆ ସଂକ୍ରମିତଙ୍କୁ!-->!-->!-->…