Browsing Tag

odia

କଟକରେ ପ୍ରଥମ ଥର ଲାଗି ଆରମ୍ଭ ହୋଇଛି ଇ-ଟୟଲେଟ୍‍ ବ୍ୟବସ୍ଥା

କଟକ ମହାନଗର ନିଗମ ପକ୍ଷରୁ ସୁଲଭ ପରିମଳ କେନ୍ଦ୍ର ଓ ରିଫ୍ରେଶମେଣ୍ଟ ସେଣ୍ଟରର ଉଦ୍‍ଘାଟନ ହୋଇଛି । କଟକରେ ପ୍ରଥମ ଥର ଲାଗି ଆରମ୍ଭ ହୋଇଛି ଏହି ଇ-ଟୟଲେଟ୍‍ ବ୍ୟବସ୍ଥା । ଲୋକଙ୍କୁ ଏକଟଙ୍କା ଦେୟରେ ଏହି ସୁବିଧା ଯୋଗାଇ ଦିଆଯିବ । ଏହି ସେବା ଓ ରକ୍ଷଣାବେକ୍ଷଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠି

ଲୋକଙ୍କୁ ସାର୍ବଜନୀନ ଟିକାକରଣ ଅଭିଯାନରେ ୧୦୧ କୋଟି ୫୦ ଲକ୍ଷ ୯୪ କୋଭିଡ ଟିକା ଦିଆଯାଇଛି

ଦେଶରେ ରବିବାର ସୁଦ୍ଧା ୧୦୧ କୋଟି ୫୦ ଲକ୍ଷ ୯୪ ହଜାରରୁ ଊଦ୍ଧ୍ୱର୍ ଲୋକଙ୍କୁ ସାର୍ବଜନୀନ ଟିକାକରଣ ଅଭିଯାନରେ କୋଭିଡ ଟିକା ଦିଆଯାଇଛି । ଏଥିରେ ୭୧ କୋଟି ୪୫ ଲକ୍ଷ ୭୮ ହଜାର ୨୮୬ ଜଣଙ୍କୁ ପ୍ରଥମ ଡୋଜ୍‍ ଏବଂ ୩୦ କୋଟି ୫ ଲକ୍ଷ ୧୬ ହଜାର ୫୩୪ ଜଣଙ୍କୁ ଦ୍ୱିତୀୟ ଡୋଜ୍‍ ଟିକା ଦିଆଯାଇଛି । ଆଜି

କାର୍ତ୍ତିକ ସୋମବାର ଅବସରରେ ଧବଳଶ୍ୱରରେ ୧୪୪ ଧାରା

କାର୍ତ୍ତିକ ମାସ ପ୍ରଥମ ସୋମବାରରେ ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ଆଠଗଡ଼ ଦେବୋତ୍ତର ପ୍ରଶାସନିକ ମୁଖ୍ୟ ତଥା ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଗତକାଲିଠାରୁ ଧବଳେଶ୍ୱର ପୀଠ ଚତୁଃପାଶ୍ୱର୍ରେ ୧୪୪

କେନ୍ଦ୍ର ସରକାର କେନ୍ଦ୍ରୀୟ ସରକାରୀ କର୍ମଚାରୀ ଓ ପେନ୍‍ସନ୍‍ଭୋଗୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରିଛନ୍ତି

କେନ୍ଦ୍ର ସରକାର କେନ୍ଦ୍ରୀୟ ସରକାରୀ କର୍ମଚାରୀ ଓ ପେନ୍‍ସନ୍‍ଭୋଗୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍‍ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହି ପଦକ୍ଷେପ ଦ୍ୱାରା ୪୭ ଲକ୍ଷ ୧୪ ହଜାର

ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ -ଭୋର ୪ ଟାରେ ଦ୍ୱାର ଫିଟାଯାଇ ୫ଟାରେ ମଙ୍ଗଳ ଆଳତୀ ହେବା ସହ ୬ଟା ୩୦ରୁ ୭ଟା ୩୦ ମଧ୍ୟରେ…

ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ । ଏହାର ପ୍ରଥମ ଦିନରେ ପ୍ରତ୍ୟୁଷରୁ ହବିଷ୍ୟାଳୀମାନେ ତୀର୍ଥପୁଷ୍କରିଣୀ ଓ ମହୋଦଧିରେ ସ୍ନାନସାରି ବ୍ରତପାଳନ ଲାଗି ତୁଳସୀ ଚଉରା ମୂଳରେ ମୁରୁଜକାଟି ରାଇ ଦାମୋଦର ପୂଜା କରୁଛନ୍ତି । କରୋନା ସଂକ୍ରମଣ ଆଶଂକା ଥିବାରୁ ହବିଷ୍ୟାଳିମାନେ କାର୍ତ୍ତିକ ବ୍ରତ

ଦେଶବ୍ୟାପୀ ଟିକାକରଣ ଅଭିଯାନରେ ୧୦୦କୋଟି ଡୋଜ୍‍ ଟିକା ପ୍ରଦାନ କରି ଐତିହାସିକ ସଫଳତା ହାସଲ

ଭାରତ ଦେଶବ୍ୟାପୀ ଟିକାକରଣ ଅଭିଯାନରେ ୧୦୦କୋଟି ଡୋଜ୍‍ ଟିକା ପ୍ରଦାନ କରି ଐତିହାସିକ ସଫଳତା ହାସଲ କରିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକ୍ତର, ନର୍ସ ଏବଂ ଏହି ଅଭିଯାନରେ ସାମିଲ ଥିବା ପ୍ରତ୍ୟେକ ବର୍ଗଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ଏକ ଟ୍ୱିଟ୍‍ରେ ସେ

ଲକ୍ଷ୍ମୀପୂଜା କାର୍ତ୍ତିକ ବ୍ରତ ବଡ଼କୋଠି ପୂଜା ମହାଖଳା ପୂଜା

କାର୍ତ୍ତିକ ବ୍ରତ ପବିତ୍ର କୁମାର ପୂର୍ଣ୍ଣମୀ । ଏହି ଅବରସରେ ପାରମ୍ପରିକ ରୀତିମତେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କର କେତେକ ବିଶେଷ ନୀତି ଅନୁଷ୍ଠିତ ହେଉଛି । ଶ୍ରୀଜଗନ୍ନାଥ ମହାପ୍ରଭୁ ଖେଳରେ ତାଙ୍କ ପତ୍ନୀ ମହାଲକ୍ଷ୍ମୀଙ୍କ ପାଖରେ ହାରିଯିବା ପରେ ୭ ଦିନ ବନ୍ଧା ହୋଇରହିବେ । ସାଧାରଣ ଚଳଣି ଓ

ସି.ବି.ଏସ୍‍.ଇ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ଲାଗି ଚଳିତବର୍ଷର ଟର୍ମ ୱାନ୍‍ ବୋର୍ଡ ପରୀକ୍ଷା ନିମନ୍ତେ ସମୟ…

କନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସି.ବି.ଏସ୍‍.ଇ ଦ୍ୱାରା ପରିଚାଳିତ ଦଶମ ଓ ଦ୍ୱାଦଶ ଶ୍ରେଣୀ ଲାଗି ଚଳିତବର୍ଷର ଟର୍ମ ୱାନ୍‍ ବୋର୍ଡ ପରୀକ୍ଷା ନିମନ୍ତେ ସମୟ ସାରଣୀ ପ୍ରକାଶ ପାଇଛି । ମିଳିଥିବା ସୂଚନା ଅନୁଯାୟୀ ଦଶମଶ୍ରେଣୀ ପରୀକ୍ଷା ନଭେମ୍ବର ୩୦ରୁ ଏବଂ ଦ୍ୱାଦଶ ପରୀକ୍ଷା ଡିସେମ୍ବର ୧

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଏବଂ ଜଗତ୍‍ସିଂହପୁର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ…

ଉତ୍ତର ଓଡ଼ିଶାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ,

ଓଡ଼ିଶା ସବୁଠାରୁ ଆଗୁଆ-କେନ୍ଦ୍ର ସରକାରଙ୍କ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକୃତ ଶ୍ରମିକଙ୍କ ମଧ୍ୟରେ ଅନ୍ୟ ରାଜ୍ୟଗୁଡ଼ିକ…

କେନ୍ଦ୍ର ସରକାରଙ୍କ ଇ-ଶ୍ରମ ପୋର୍ଟାଲରେ ପଞ୍ଜୀକୃତ ଶ୍ରମିକଙ୍କ ମଧ୍ୟରେ ଅନ୍ୟ ରାଜ୍ୟଗୁଡ଼ିକ ତୁଳନାରେ ଓଡ଼ିଶା ସବୁଠାରୁ ଆଗୁଆ ରହିଛି । କେନ୍ଦ୍ର ଶ୍ରମ ଓ ନିୟୋଜନ ମନ୍ତ୍ରୀ ଭୂପିନ୍ଦର ଯାଦବ ଟୁଇଟ୍‍ ଯୋଗେ ଏହି ସୂଚନାଦେଇଛନ୍ତି । ସେ କହିଛନ୍ତି, ଏହି ପୋର୍ଟାଲରେ ଏପର୍ଯ୍ୟନ୍ତ ଓଡ଼ିଶାର ସବୁଠାରୁ