କାଳରାତ୍ରୀ : ମା’ ଦୁର୍ଗାଙ୍କ କରାଳ ରୂପ, ନବରାତ୍ରୀର 7ମ ଦିନରେ ମା’ଙ୍କ ଉପାସନା କଲେ ଅମୋଘ ଫଳପ୍ରାପ୍ତି…
ମା ଦୂର୍ଗାଙ୍କ ୭ମ ରୂପ ହେଉଛନ୍ତି ମା କାଳରାତ୍ରୀ । ନାମରୁ ହିଁ ଜଣାପଡେ ଯେ ମା ଭୀଷଣାକୃତି । ଶରୀରର ରଂଗ ରାତି ପରି କଳା, ଚକ୍ଷୁ ଅଗ୍ନୀସମ, କେଶ ରାଶି ଅସ୍ତବ୍ୟସ୍ତ । ତ୍ରିନେତ୍ରା, ଚତୁର୍ଭୁଜା ମାତାଙ୍କ ବାହାନ ହେଉଛି ଗଧ । ମାତାଙ୍କ ବାମ ଦୁଇ ହସ୍ତରେ ଖଡଗ ଓ ଲୌହକଣ୍ଟା ଥିବାବେଳେ ଡାହାଣ…