ଏହି ମେଡିକାଲ୍ ଏଟିଏମ୍ରେ ହୋଇପାରିବ ୫୮ ପ୍ରକାରର ସ୍ୱାସ୍ଥ୍ୟ ଓ ରୋଗର ଯାଞ୍ଚ(ପରୀକ୍ଷା)
ନୂଆଦିଲ୍ଲୀ - ଦେଶରେ ଖୁବ ଶୀଘ୍ର ମେଡିକାଲ୍ ଏଟିଏମ୍ ଆସିବା ପାଇଁ ଯାଉଛି । ଏଥିରେ ୫୮ ପ୍ରକାରର ସ୍ୱାସ୍ଥ୍ୟ ପରୀକ୍ଷା ସହ ବିଭିନ୍ନ ପ୍ରକାର ରୋଗର ଯାଞ୍ଚ କରାଯାଇ ପାରିବ । ଏହାକୁ ସ୍ୱୟଂ ଏଏଚ୍ଏମ୍ କିୟୋସ୍କୋ କୁହାଯାଉଛି ।
ଏଥିରେ ୫୮ ପ୍ରକାରର ଉନ୍ନତ ଓ ଠିକ୍ ଭାବାରେ ଯାଞ୍ଚ କରାଯାଇ…