ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସକ୍ରିୟ ହୋଇ ଘୂର୍ଣ୍ଣିବଳୟର ରୂପ ନେଇଛି- ଆସନ୍ତା ୧୪…
ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସକ୍ରିୟ ହୋଇ ଘୂର୍ଣ୍ଣିବଳୟର ରୂପ ନେଇଛି । ଆସନ୍ତା ୧୪ ତାରିଖ ବେଳକୁ ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶରେ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଉଛି । ୧୪ ତାରିଖ ପରଠାରୁ ରାଜ୍ୟରେ!-->…