ଚିକିତ୍ସା ପାଇଁ ଅର୍ଥ ବାଧକ ନ ହେଉ , ପ୍ରତିଟି ଜୀବନ ମୂଲ୍ୟବାନ୍ – ଚାଷୀ ହେଉ କି ମୁଲିଆ, ସମସ୍ତେ ସମ୍ମାନର ସହ…
ଚିକିତ୍ସା ପାଇଁ ଅର୍ଥ ବାଧକ ନ ହେଉ । ପ୍ରତିଟି ଜୀବନ ମୂଲ୍ୟବାନ୍ । ଚାଷୀ ହେଉ କି ମୁଲିଆ, ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ, ଏହି ଲକ୍ଷ୍ୟ ନେଇ ରାଜ୍ୟ ସରକାର ସ୍ମାର୍ଟ ହେଲ୍ଥ୍ କାର୍ଡ଼ ଯୋଜନା ଆରମ୍ଭ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ଗଜପତି ଜିଲ୍ଲା!-->…