ଜାଣନ୍ତୁ ହଳଦୀ ଓ ରସୁଣ ସ୍ୱାସ୍ଥ୍ୟପାଇଁ କେତେ ଭଲ
ହଳଦୀ
ଆୟୁର୍ବେଦରେ ଏହା ଏକ ଉତ୍ତମ ସ୍ଥାନ ଗ୍ରହଣ କରିଛି ।ଚର୍ମର ସୌନ୍ଦର୍ଯ୍ୟ ସହିତ ଶରୀର ସୁସ୍ଥତା ପାଇଁ ମଧ୍ୟ ଖୁବ୍ ଲାଭଦାୟକ ହଳଦୀ।ହଳଦି ଯନ୍ତ୍ରଣା ଏବଂ ଫୁଲା ସମସ୍ୟାକୁ ଦ୍ରୁତ ଆରୋଗ୍ୟ କରାଇପାରେ। ଆର୍ଥ୍ରାଇଟିସ୍, ଛାତି ପୋଡିବା, କୃମି, ପେଟ ଯନ୍ତ୍ରଣା, ମୁଣ୍ଡବ୍ୟଥା, ଦାନ୍ତବ୍ୟଥା,…