ଭୁବନେଶ୍ୱରକୁ ଅନ୍ତର୍ଜାତୀୟ ଫୁଟବଲ୍ ସଂଗଠନ ଫିପାର ମାନ୍ୟତା,ଆଉ ଏକ ବିଶ୍ୱକପ୍ ଆୟୋଜିତ ହେବ
ଭୁବନେଶ୍ୱର - ଭୁବନେଶ୍ୱରରେ ଆଉ ଏକ ବିଶ୍ୱକପ୍ ଆୟୋଜିତ ହେବ । ୨୦୨୦ ଫିଫା ୧୭ବର୍ଷରୁ କମ୍ ମହିଳା ଫୁଟବଲ ବିଶ୍ୱକପ୍ର କିଛି ମ୍ୟାଚ୍ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ୨୦୨୦ ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ବିଶ୍ୱକପ୍ ଲାଗି ଦେଶର ପ୍ରଥମ ଆୟୋଜକ ସହର…