ବକେୟା ବିଲ୍ ନଦେଲେ କଟିବ ବିଦ୍ୟୁତ ସଂଯୋଗ
ଭୁବନେଶ୍ୱର -- ରାଜ୍ୟରେ ବିଜୁଳି ବିଲ୍ ବକେୟା ରଖିଥିବା ଉପଭୋକ୍ତାଙ୍କ ସଂଖ୍ୟା ଅଧିକ ରହିଛି । ସଠିକ୍ ସମୟରେ ସେହି ଉପଭୋକ୍ତାମାନେ ବିଦ୍ୟୁତ ବିଲ୍ ପୈଠ କରିନାହାନ୍ତି । ଏହି ବକେୟା ବିଲ୍ ପୈଠ କରିବା ପାଇଁ ଉପଭୋକ୍ତାଙ୍କୁ ଆସନ୍ତା ଜାନୁୟାରୀ ମାସ ୧୫ତାରିଖ ଯାଏଁ ସମୟ ଦିଆଯାଇଛି । ଏହା…