Browsing Tag

durga puja

ପଶ୍ଚିମ ଓଡ଼ିଶାର ନିଆରା ଲୋକପର୍ବ ଭାଇଜିଉନ୍ତିଆ ଓଷା ପାଳିତ

ପଶ୍ଚିମ ଓଡ଼ିଶାର ନିଆରା ଲୋକପର୍ବ ଭାଇଜିଉନ୍ତିଆ ଓଷା ପାଳିତ ହୋଇଛି । ଭାଇମାନଙ୍କର ଦୀର୍ଘ ଆୟୁଷ କାମନା ସହ ସର୍ବବିଧ ମଙ୍ଗଳ ମନାସି ଭଉଣୀମାନେ ଦେବୀ ଦୁର୍ଗାଙ୍କ ପାଖରେ ବ୍ରତ ରଖି ନିଶା ପୂଜା କରିଛନ୍ତି । ବ୍ରତଧାରୀ ଭଉଣୀମାନେ ୧୦୮ ଅକ୍ଷତ ଦୁବ ଓ ରଂଗବେରଙ୍ଗର ଜିଉନ୍ତିଆ ସୂତ୍ରକୁ ଦେବୀ…

ରବିବାରରେ ଧୁମ୍‌ଧାମରେ ମହାଷ୍ଟମୀ ପାଳିତ

ମହାମାୟୀ, ଜଗତଜନନୀ ମା’ ଦୁର୍ଗାଙ୍କର ମହାଷ୍ଟମୀ ରବିବାରରେ ବିଭିନ୍ନ ପୂଜାମଣ୍ଡପରେ ପାଳିତ ହୋଇଯାଇଛି । ଏଥିପାଇଁ ପୂଜାମଣ୍ଡପଗୁଡ଼ିକରେ ସ୍ୱତନ୍ତ୍ର ପୂଜାମାନ ଅନୁଷ୍ଠିତ ହୋଇଥିଲା । ଭକ୍ତିମୟ ପରିବେଶ ମଧ୍ୟରେ ସକାଳଠାରୁ ବ୍ରତଧାରୀମାନେ ମଣ୍ଡପ ନିକଟରେ ପୂଜାର୍ଚ୍ଚନା କରିଥିଲେ ।ବିଭିନ୍ନ…

କଟକ ଚଣ୍ଡୀ ଓ ଗଡ ଚଣ୍ଡୀ ମନ୍ଦିରରେ ଷୋଳ ପୂଜା ଆରମ୍ଭ

କଟକ - କଟକରେ କଟକ ଚଣ୍ଡୀ ଓ ଗଡ ଚଣ୍ଡୀ ମନ୍ଦିରରେ ଷୋଲ ପୂଜା ଆରମ୍ଭ ହୋଇଛି । ପ୍ରତ୍ୟହ ଷୋଡଶ ଉପଚାରରେ ପୂଜା କରାଯିବା ସହ ମାଆଙ୍କର ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହେଉଛି । ଏହି ବେଶ ଦର୍ଶନ ପାଇଁ ପ୍ରତ୍ୟହ ହଜାର ହଜାର ଭକ୍ତଙ୍କର ସମାଗମ ହେଉଛି ।