Browsing Tag

diwali2019

ଆଜି ହେଉଛି ଶୁଭ ଧନ୍‍ତେରସ୍‍

ଆଜି ହେଉଛି ଶୁଭ ଧନ୍‍ତେରସ୍‍ । ଆଜି ଲୋକେ ଧନର ଦେବୀ ମା’  ଲକ୍ଷ୍ମୀ ଓ କୁବେର, ଭଗବାନ୍‍ ଧନୱନ୍ତରୀଙ୍କୁ ପ୍ରସନ୍ନ କରିବାପାଇଁ ବିଭିନ୍ନ ଉପାୟରେ ପୂଜାର୍ଚ୍ଚନା କରୁଛନ୍ତି । ତେବେ ଏହି ଅବସରରେ ସୁନାଗହଣା କିଣିବାପାଇଁ ସୁନା ଦୋକାନରେ ଭିଡ଼ ଲାଗି ରହିଛି ।