Browsing Tag

cuttack chandi

କଟକ ଚଣ୍ଡୀ ଓ ଗଡ ଚଣ୍ଡୀ ମନ୍ଦିରରେ ଷୋଳ ପୂଜା ଆରମ୍ଭ

କଟକ - କଟକରେ କଟକ ଚଣ୍ଡୀ ଓ ଗଡ ଚଣ୍ଡୀ ମନ୍ଦିରରେ ଷୋଲ ପୂଜା ଆରମ୍ଭ ହୋଇଛି । ପ୍ରତ୍ୟହ ଷୋଡଶ ଉପଚାରରେ ପୂଜା କରାଯିବା ସହ ମାଆଙ୍କର ସ୍ୱତନ୍ତ୍ର ପୂଜା ଅନୁଷ୍ଠିତ ହେଉଛି । ଏହି ବେଶ ଦର୍ଶନ ପାଇଁ ପ୍ରତ୍ୟହ ହଜାର ହଜାର ଭକ୍ତଙ୍କର ସମାଗମ ହେଉଛି ।

ଷୋଳ ପୂଜା ପାଇଁ କଟକ ଚଣ୍ଡୀ ମନ୍ଦିରରେ ସୁନ୍ଦର ସାଜସଜ୍ଜା

କଟକ - ଷୋଳ ପୂଜା ପାଇଁ କଟକ ଚଣ୍ଡୀ ମନ୍ଦିରକୁ ସୁନ୍ଦର ଭାବେ ସାଜ୍ଜ ସଜ୍ଜା କରାଯାଇଛି। ଏଠାରେ ଷୋଳ ପୂଜା ଅବସରରେ ମାଆଙ୍କର ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ବେଶ ଅନୁଷ୍ଠିତ ହେଉଛି । କଟକ ଚଣ୍ଡୀଙ୍କର ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଭକ୍ତ ଓ ଶ୍ରଦ୍ଧାଳୁଙ୍କର ଭିଡି ପରିଲକ୍ଷିତ ହେଉଛି…