Browsing Tag

CHANDRAYAN

ସେପ୍ଟେମ୍ବର ମାସ ୭ତାରିଖ ରାତି ଗୋଟାଏ ୫୫ ମିନିଟରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ

ନୂଆଦିଲ୍ଲୀ .- ସେପ୍ଟେମ୍ବର ମାସ ୭ତାରିଖ ରାତି ଗୋଟାଏ ୫୫ ମିନିଟ୍‍ରେ ଚନ୍ଦ୍ରଯାନ-୨ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଚନ୍ଦ୍ରପୃଷ୍ଠରେ ଅବତରଣ କରାଇବା ଇସ୍ରୋର ଲକ୍ଷ୍ୟ ବୋଲି ଅଧ୍ୟକ୍ଷ ଡକ୍ଟର କେ. ଶିବନ କହିଛନ୍ତି । ସେ କହିଛନ୍ତି, ଆସନ୍ତା ମାସ ୨ ତାରିଖରେ ଚନ୍ଦ୍ରଯାନ-୨ର ଅରବିଟର୍‍…