ନୂଆଦିଲ୍ଲୀ . – ବରିଷ୍ଠ ବିଜେପି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୁଷମା ସ୍ୱରାଜଙ୍କର ହୃଦଘାତ ରେ ପରଲୋକ ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର ସନ୍ଧ୍ୟାରେ ତାଙ୍କର ହୃଦଘାତ ହେବାରୁ ଗୁରୁତର ଅବସ୍ଥାରେ ଏମସ୍ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ପରଲୋକ ହୋଇଛି । ଏହି ଖବର ପ୍ରସାରିତ ହେବାପରେ ଅନେକ ବିଜେପି ନେତା ଏମସ୍ରେ ପହ଼ଞ୍ଚିଛନ୍ତି ।
ସନ୍ଧ୍ୟାସମୟରେ ସେ ଧାରା ୩୭୦ ଉଚ୍ଛେଦ ବିଷୟରେ ମୋଦୀଙ୍କୁ ଧନ୍ୟବାଦ ହେବା ସହ ଟ୍ୱିଟ କରିଥିଲେ ।
#Breaking
Sushma Swaraj, senior BJP leader and former Union minister, passes away in New Delhi. She was 67.Follow ThePrint for the full report. pic.twitter.com/phZydUOgWk
— ThePrint (@ThePrintIndia) August 6, 2019
I am deeply saddened by the sad demise of Former Union Minister, ex-CM of Delhi @SushmaSwaraj ji. A loss to our Nation.
May God give her family the courage to bear this pain.#SushmaSwaraj— H D Devegowda (@H_D_Devegowda) August 6, 2019
We are saddened to hear about the untimely demise of Smt Sushma Swaraj. Our condolences to her family and loved ones. pic.twitter.com/T9wg739c8i
— Congress (@INCIndia) August 6, 2019
प्रधान मंत्री जी – आपका हार्दिक अभिनन्दन. मैं अपने जीवन में इस दिन को देखने की प्रतीक्षा कर रही थी. @narendramodi ji – Thank you Prime Minister. Thank you very much. I was waiting to see this day in my lifetime.
— Sushma Swaraj (@SushmaSwaraj) August 6, 2019