Subash-Singh ଆଶାର ଆଲୋକଓଡିଶାଦେଶ-ବିଦେଶ ସୁବାଷ ସିଂ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା By odishanext Last updated Apr 22, 2022 83 Share କଟକ ମେୟର ଭାବେ ନିର୍ବାଚିତ ହୋଇଥିବା ସୁବାଷ ସିଂ ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ରାଜ୍ୟସଭା ଅଧ୍ୟକ୍ଷଙ୍କନିକଟକୁ ଇସ୍ତଫାପତ୍ର ପଠାଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଶ୍ରୀ ସିଂ ୨୦୨୦ ଏପ୍ରିଲ୍ ମାସରେ ରାଜ୍ୟସଭା ସଦସ୍ୟଭାବେ ନିର୍ବାଚିତହୋଇଥିଲେ । 83 Share
Comments are closed, but trackbacks and pingbacks are open.