ଆସନ୍ତା ଜୁନ୍‍ ୫ ତାରିଖରେ ଅନୁଷ୍ଠିତ ହେବ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ସ୍ନାନଯାତ୍ରା

0 581
Jagannath Dham

ପୁରୀ – ଆସନ୍ତା ଜୁନ୍‍ ୫ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ସ୍ନାନଯାତ୍ରା ଲାଗି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‍ କୁମାର ଆଜି ସେବକ ନିଯୋଗମାନଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।

ଶ୍ରୀଜୀଉ ରତ୍ନସିଂହାସନରୁ ସ୍ନାନ ମଣ୍ଡପକୁ ବିଜେ କରିବେ ଓ ସେଠାରେ ୧୦୮ ଗଡୁ ଜଳରେ ପ୍ରଭୁଙ୍କୁ ସ୍ନାନ କରାଯିବା ସହିତ ଗଜାନନ
ବେଶ କରାଯିବ ।

Leave A Reply