କୋରିଆନ୍‌ ସିନେମାକୁ କପି କରି ରିମେକ୍‌- ରାଧେ ତିଆରି  କରିଛନ୍ତି ସଲମାନ୍‌, ପୋଷ୍ଟର ବି କପି

0 5,282

ମମ୍ବଇ- ସଲମନ ଖାନ୍‌ଙ୍କ ପରବର୍ତ୍ତୀ ସିନେମା ରାଧେ କୋରିଆନ୍‌ ସିନେମା ଆଉଟ୍‌ ଲର ରିମେକ୍‌ ବୋଲି କୁହାଯାଉଛି । ଏପରିକି ଏହି ସିନେମାର ପୋଷ୍ଟରକୁ ମଧ୍ୟ କପିକରାଯାଇଥିବା ଅଭିଯୋଗ ହୋଇଛି । ସିନେମା ନିର୍ଦେଶକ କେଆର୍‌କେ ମଧ୍ୟ ଟ୍ୱିଟ କରି ଏହି କଥା କହିଛନ୍ତି । ସେ ଏହାର ପୋଷ୍ଟରକୁ ସେୟାର କରି କିଛି ନୂଆକର ୟାର ବୋଲି ଉଲ୍ଲେଖ କରିଛନ୍ତି ।

 


ପୋଷ୍ଟରକୁ କପି କରି ସଲମାନ୍‌ ଖାନ୍‌ ଖୁବ୍‌ ଟ୍ରୋଲ ହୋଇଛନ୍ତି । ସଲମାନ ଖାନ୍ ଏହି ସିନେମା କେବେ ରିଲିଜ୍‌ ହେବ ସେ ବିଷୟରେ ଘୋଷଣା କରିଛନ୍ତି । ସୋସିଆଲ୍‌ ମିଡିଆରେ ଏହାର ପୋଷ୍ଟରକୁ ଟ୍ରୋଲ କରାଯାଉଛି ।

Leave A Reply