ବଙ୍ଗୋପ ସାଗରେ ଲଘୁଚାପ ସୃଷ୍ଟି ଓଡିଶାରେ ବର୍ଷା  ସମ୍ଭାବନା

ବଙ୍ଗୋପ ସାଗରେ ଲଗୁଚାପ ସୃଷ୍ଟି ଓଡିଶାରେ ବର୍ଷା  ସମ୍ଭାବନା

0 956

ଭୁବନେଶ୍ୱର : ବଙ୍ଗୋପସାଗରେର ଏକ ଲଘୁ ଚାପ ସୃଷ୍ଟି ହୋଇଥିବାରୁ ଓଡିଶାରେ ବର୍ଷା ସମ୍ଭାବନା ରହିଛି  । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଉତ୍ତର ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହୋଇଛି । ଏଥିଯୋଗୁଁ  ବୁଧବାରରୁ ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା ରହିଛି । ୫ରୁ ୭ ତାରିଖ ପର୍ଯ୍ୟନ୍ତ ଓଡିସାରେ ବର୍ଷା ହୋଇପାରେ ଏହାପରଠାରୁ ଲଘୁଚାପ ଦୁର୍ବଳ ହୋଇଗଲେ ବର୍ଷାର ପରିମାଣ ହ୍ରାସ ପାଇବ ।

Leave A Reply