ନୂଆଦିଲ୍ଲୀ – ସୁପ୍ରିମକୋର୍ଟ କହିଛନ୍ତି ଏକ ଫୌଜଦାରୀ ମାମଲାର ତଦନ୍ତ ଚାଲିଥିବାବେଳେ ପୁଲିସ କୌଣସି ଅସ୍ଥାବର ସମ୍ପତ୍ତିକୁ ଜବତ କରିପାରିବ ନାହିଁ । ପ୍ରଧାନବିଚାରପତି ରଞ୍ଜନ ଗୋଗଇ, ଜଷ୍ଟିସ ଦୀପକ ଗୁପ୍ତା ଓ ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ଖଣ୍ଡପୀଠ ବମ୍ବେ ହାଇକୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ।
ମହାରାଷ୍ଟ୍ର ସରକାର ବମ୍ବେ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ବମ୍ବେ ହାଇକୋର୍ଟ ତାଙ୍କ ରାୟରେ କହିଥିଲେ ଫୌଜଦାରୀ ଆଇନ୍ ସଂହିତା ୧୦୨ ଧାରା ଅଧୀନରେ ଅସ୍ଥାବର ସମ୍ପତ୍ତି ଜବତ କିମ୍ବା ବାଜ୍ୟାପ୍ତି କରିବା ପାଇଁ ପୁଲିସକୁ କ୍ଷମତା ଦିଆଯାଇନାହିଁ ।
Sign in
Sign in
Recover your password.
A password will be e-mailed to you.