ନାଗାର୍ଜୁନ ବେଶ ଚଳିତ ବର୍ଷ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ନାଗାର୍ଜୁନ ବେଶ ହେବ ନାହିଁ

0 2,495

ନାଗାର୍ଜୁନ ବେଶ ଚଳିତ ବର୍ଷ ଶ୍ରୀମନ୍ଦିରରେ ଚତୁର୍ଦ୍ଧା ମୂର୍ତ୍ତିଙ୍କର ନାଗାର୍ଜୁନ ବେଶ ହେବ ନାହିଁ  । ଗତକାଲି ମୁକ୍ତିମଣ୍ଡପ ପଣ୍ଡିତ ଓ ପଞ୍ଜିକାର ଗଣନାକାରୀମାନେ ଏହି ନିଷ୍ପତ୍ତି ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଛନ୍ତି  ।

nagarjuna besha jagannath
nagarjuna besha jagannath

ଗତବର୍ଷ ଶ୍ରୀଜୀଉଙ୍କର ନାଗାର୍ଜୁନ ବେଶ ସମୟରେ ଚଳିତ ବର୍ଷ ମଧ୍ୟ ଏହି ବେଶ ପୁଣି ଅନୁଷ୍ଠିତ ହେବ ବୋଲି ଚର୍ଚ୍ଚା ଯୋର୍‍ ଧରିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମୁକ୍ତିମଣ୍ଡପ ପଣ୍ଡିତମାନଙ୍କୁ ଏ ସମ୍ପର୍କୀତ ସଠିକ୍‍ ତଥ୍ୟ ଦେବା ଲାଗି ଅନୁରୋଧ କରାଯାଇଥିଲା  ।

Leave A Reply