ଚଳିତ ବର୍ଷ କଲେଜମାନଙ୍କରେ ହେବାନାହିଁ ଛାତ୍ର ସଂସଦ ନିର୍ବାଚନ, ଚୟନ ପ୍ରକ୍ରିୟା ହେବ

0 1,134

ଭୁବନେଶ୍ୱର .- ଚଳିତ ବର୍ଷ ରାଜ୍ୟରେ କଲେଜ୍‍ ଛାତ୍ର ସଂସଦ ନିର୍ବାଚନ କରାଯିବ ନାହିଁ । ଯେଉଁଠି ଛାତ୍ର ସଂସଦ ଆବଶ୍ୟକ ସେଠାରେ ଏଥିଲାଗି ଛାତ୍ର ପ୍ରତିନିଧି ମନୋନୀତ ହେବେ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏ ନେଇ ସମସ୍ତ ବିଶ୍ୱବିଦ୍ୟାଳୟର କୂଳପତି ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷମାନଙ୍କୁ ବିଭାଗ ପକ୍ଷରୁ ପତ୍ର ମାଧ୍ୟମରେ ଅବଗତ କରାଯାଇଛି ।

Leave A Reply