mosquito bite ଲାଇଫଷ୍ଟାଇଲ ଜାଣନ୍ତୁ କାହାକୁ ମଶା ଅଧିକ କାମୁଡେ ! ଜାଣନ୍ତୁ କାହାକୁ ମଶା ଅଧିକ କାମୁଡେ ! By odishanext Last updated May 10, 2018 0 1,507 Share ଏପରି କିଛି ବ୍ୟକ୍ତି ଅଛନ୍ତି ଯାହାକୁ ମଶା ଅଧିକ କାମୁଡି ଥାଏ । ସେମାନେ ଯେଉଁସ୍ଥାନାରେ ଥାଆନ୍ତି ମଶା ତାଙ୍କୁ କାମୁଡି ଥାଏ । ଜାଣନ୍ତୁ ଏହାର କାରଣ ଶରୀରେ ଅଙ୍ଗାରକାମ୍ଳ ମାତ୍ରା ଅଧିକ ରହିଲେ ମଶା କାମୁଡିଥାଏ । ଗର୍ଭବତୀ ଓ ଛୋଟପିଲାମାନଙ୍କୁ ଅଧିକ ମଶା କାମୁଡିଥାଏ । ମଦ୍ୟପାନକଲେ ଅଧିକ ମଶା କାମୁଡିଥାଏ । ରକ୍ତରେ ଅଲକହଲ ମାତ୍ରା ବୃଦ୍ଧି ପାଇଲେ ଅଧିକ ମଶା କାମୁଡିଥାଏ । ଅଧିକ ବ୍ୟାୟାମ କଲେ ମଶା କାମୁଡିଥାଏ । ଶରୀରରେ ଉଷ୍ମତା ରହିଲେ ବି ମଶା କାମୁଡିଥାଏ । 0 1,507 Share