ମୋଦିଙ୍କୁ ପାକିସ୍ତାନର ଏହି ଭଉଣୀ ୨୪ ବର୍ଷ ଧରି ବାନ୍ଧୁଛନ୍ତି ରାକ୍ଷୀ

ମୋଦିଙ୍କୁ ପାକିସ୍ତାନର ଏହି ଭଉଣୀ ୨୪ ବର୍ଷ ଧରି ବାନ୍ଧୁଛନ୍ତି ରାକ୍ଷୀ

0 644

ନୂଆଦିଲ୍ଲୀ.- ଗତ ୨୪ ବର୍ଷ ଧରି ପାକିସ୍ତାନରେ ଜନ୍ମ ହୋଇଥିବା ଜଣେ ମହିଳା  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କା ରାକ୍ଷୀ ବାନ୍ଧିଆସୁଛନ୍ତି । କ୍ୱାମାର ମୋହସିନ୍ ଶେଖ ନାମକ ମହିଳା  ମୋଦି ଆର୍‌ଏସ୍‌ଏସ୍‌ର କର୍ମକର୍ତ୍ତା ଥିବା ବେଳୁ ତାଙ୍କୁ ରାକ୍ଷୀ ବାନ୍ଧି ଆସୁଛନ୍ତି ।

ଏବେ ନରେନ୍ଦ୍ର ମୋଦି ପ୍ରଦାନମନ୍ତ୍ରୀ ହେବା ସତ୍ତ୍ୱେ ତାଙ୍କର ପୂର୍ବ ଭଳି ଭଲ ବ୍ୟବାହର ରହିଛି ବୋଲି ଶେଖ୍‌ କହିଛନ୍ତି ।  ବିବାହ କରିବା ପରେ ଶେଖ ଭାରତକୁ ଆସିଥିଲେ। ପ୍ରଧାନମନ୍ତ୍ରୀ ହେବା ପରେ ସେ ବହୁତ ବ୍ୟସ୍ତ୍ୟ ରହୁଛନ୍ତି ହେଲେ ତାଙ୍କର ରାକ୍ଷୀ ପାଇଁ କରିଥିବା ଫୋନ୍‌ କଲ୍‌ର ଉତ୍ତର ଦେବାସହ ରାକ୍ଷୀ ବାନ୍ଧିବା ପାଇଁ ସମୟ କାଢିଥିବାରୁ ଶେଖ୍‌ ମୋଦିଙ୍କୁ ଧନ୍ୟବାଦ ଦେଇଛନ୍ତି ।

Leave A Reply