୨ହଜାର ଟଙ୍କା ପାଇଁ ୫୦ ଅଣ୍ଡା ଖାଇବାକୁ ଚାଲେଞ୍ଜ ମାରି ୪୨ ଟି ଖାଇ ମରିଗଲେ

0 1,566

୨ହଜାର ଟଙ୍କା ପାଇଁ ୫୦ ଅଣ୍ଡା ଖାଇବାକୁ ଚାଲେଞ୍ଜ ମାରି ୪୨ ଟି ଖାଇ ମରିଗଲେ

ଲକ୍ନଉ- ମାତ୍ର ଦୁଇ ହଜାର ଟଙ୍କା ବ ବାଦି ମାରି ଜନଙ୍କନଜୀବନ ଯାଇଛି । ଜଣେ ବ୍ୟକ୍ତି ପଚାଶ ଅଣ୍ଡା ଖାଇ ଦେବେ ବୋଲି ବାଦୀ ମାରି ଥିଲେ ।
ସେ ୪୧ ଟି ଅଣ୍ଡା ଖାଇ ଥିଲେ । ୪୨ ଟି ଖାଇବା ବେଳକୁ ଅଣନିଶ୍ୱାସୀ ହେବ ସହ ତଳେ ପଡି ଯାଇଥିଲେ ।

ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ତାଙ୍କର ମୂର୍ତ୍ୟୁ ହୋଇଥିଲା । ଯେତିକି ଖାଇବା କଥା ତାଠୁ ବହୁ ଅଧିକ ଖାଇବାରୁ ମୃତ୍ୟୁ ହୋଇଥିବା ଡାକ୍ତର କହିଛନ୍ତି । ତାଙ୍କ ଘର ଲୋକ ଏ ବିଷୟରେ କିଛି କହିବାକୁ ମନା କରି ଦେଇଛନ୍ତି ।

Leave A Reply