ମହାନଦୀର ଉପର ମୁଣ୍ଡ ଛତିଶଗଡ଼ ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି

0 65

ମହାନଦୀର ଉପର ମୁଣ୍ଡ ଛତିଶଗଡ଼ ରାଜ୍ୟରେ ପ୍ରବଳ ବର୍ଷା କାରଣରୁ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି । ଜଳଭଣ୍ଡାରର ଧାରଣ କ୍ଷମତା ୬୩୦ ଫୁଟ ରହିଥିବାବେଳେ ଅପରାହ୍ଣ ସୁଦ୍ଧା ସେଠାରେ ଜଳସ୍ତର ୬୨୯ ଦଶମିକ ୬/୫ ଫୁଟ ରହିଥିଲା । ଏହାକୁ ଦୃଷ୍ଟିରେ ରଖି ଆଉ ଦୁଇଟି ଗେଟ୍‍ ଖୋଲାଯାଇଛି । ସନ୍ଧ୍ୟା ସୁଦ୍ଧା ମୋଟ ୧୨ଟି ଗେଟ୍‍ ଦେଇ ୧ ଲକ୍ଷ ୮୮ ହଜାର ୪୬୭ କ୍ୟୁସେକ ଜଳ ନିଷ୍କାସିତ ହେଉଛି ।


ଲଘୁଚାପ କାରଣରୁ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ମହାନଦୀରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ।

Leave A Reply