ରାଜ୍ୟରେ ଲକ୍‌ଡାଉନ୍‌ କୋହଳ ଆଶିଂକ ଲକ୍‌ଡାଉନ୍‌ – କାଟାଗୋରୀ ଏ’ଏବଂ କାଟାଗୋରୀ ବି’ ,ସମଗ୍ର ରାଜ୍ୟରେ ବସ୍‌ ଚାଲିବ ।

0 67

ଲକ୍‍ଡାଉନ୍‍ ଅବଧି ଶେଷ ରାଜ୍ୟରେ ଲାଗୁ ହୋଇଥିବା ଲକ୍‍ଡାଉନ୍‍ର ଅବଧି ଆସନ୍ତାକାଲି ସକାଳେ ଶେଷ ହେବ । ତେବେ ବର୍ତ୍ତମାନ ବିଭିନ୍ନ ଜିଲ୍ଲାର କୋଭିଡ ପରିସ୍ଥିତିକୁ
ଦୃଷ୍ଟିରେ ରଖାଯାଇ ସରକାର ଏ ସମ୍ପର୍କରେ ପରବର୍ତ୍ତୀ ନିଷ୍ପତ୍ତି ନେଇଛନ୍ତି । ଅଧିକ ସଂକ୍ରମଣ ଜିଲ୍ଲାରେ କାଟୋଗୋରୀ ଏ କରାଯାଇଛି । ଶନିବାର ରବିବାର ବନ୍ଦ ରହିବ ଦୋକନା ବଜାର । ରାତିରେ କର୍ଫ୍ୟୁ ଜାରି ରହିବ । ସମଗ୍ର ରାଜ୍ୟରେ ବସ୍‌ ଚାଲିବ ।

Leave A Reply