ରାତିରେ ରାଜପଥରେ ଏଲ୍‍.ଇ.ଡି. ଲାଇଟ୍‍ ଜଳିବା ଲାଗି ରାଜ୍ୟ ସଡ଼କ ସୁରକ୍ଷା ପାଣ୍ଠି

0 3,058

ଏଲ୍‍ଇଡି ଲାଇଟ୍‍
ରାତିରେ ରାଜପଥରେ ଏଲ୍‍.ଇ.ଡି. ଲାଇଟ୍‍ ଜଳିବା ଲାଗି ରାଜ୍ୟ ସଡ଼କ ସୁରକ୍ଷା ପାଣ୍ଠି ପରିଚାଳନା କମିଟି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ବାଣିଜ୍ୟ ଓ ପରିବହନ ବିଭାଗ ପ୍ରମୁଖ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏ ସଂକ୍ରାନ୍ତ ପ୍ରସ୍ତାବ ମଞ୍ଜୁରୀ ଲାଭ କରିଛି । ୧୩ଟି ଜାତୀୟ ରାଜପଥ ଡିଭିଜନ୍‍ରେ ଏହି ବ୍ୟବସ୍ଥା କରାଯିବ ଏବଂ ଏଥିଲାଗି ପ୍ରାୟ ୨୪କୋଟି ୮୧ଲକ୍ଷ ଟଙ୍କା ବ୍ୟୟ ଅଟକଳ ରଖାଯାଇଛି ।

Leave A Reply