ରୋଷେଇ ଘରେ କରନ୍ତୁ ନାହିଁ ଏପରି କାର୍ଯ୍ୟ

0 969

ରୋଷାଇ ଘର ହେଉଛି ଲକ୍ଷ୍ମୀଙ୍କ ବାସ ସ୍ଥାନ । ତେଣୁ ରୋଷାଇ ଘରେ ଏହି ସବୁ କାର୍ଯ୍ୟ କରନ୍ତୁ ।

-ରୋଷେଇ ଗୃହ ମଧ୍ୟରେ ଠାକୁର ରଖନ୍ତୁ ନାହିଁ।
-ଘରର ସାମ୍ନା ଗେଟ୍ ସମ୍ମୁଖରେ ରୋଷେଇ ଘର କରନ୍ତୁ ନାହିଁ।
-ଗାଧୋଇ ସାରି ରୋଷେଇ ଘରରେ ପ୍ରବେଶ କରନ୍ତୁ।
-ରୋଷେଇ ଘର ମଧ୍ୟରେ ଅଇଁଠା ବାସନ ରଖନ୍ତୁ ନାହିଁ।
-ବାସନକୁସନ ଉପର ମୁହାଁ କରି ରଖନ୍ତୁ ନାହିଁ।
-ଲୁଣ ଡବାକୁ ଅଇଁଠା ସଂସ୍ପର୍ଶରେ ଆଣନ୍ତୁ ନାହିଁ।
-ପରିବା ଚୋପା ପକାନ୍ତୁ ନାହିଁ।
-ରାନ୍ଧଣା ଚୁଲା ଉପରେ ଅଇଁଠା ପଡ଼ିଥଲେ ରୋଷେଇ ସରିବା କ୍ଷଣି ସଙ୍ଗେ ସଙ୍ଗେ ପୋଛି ଦିଅନ୍ତୁ।
-ରୋଷେଇ ଘର ମଧ୍ୟରୁ ଦୁର୍ଗନ୍ଧ ନିର୍ଗତ ହେଉଥିଲେ ତୁରନ୍ତ ତା’ର ପ୍ରତିକାର କରନ୍ତୁ।
-ସବୁବେଳେ ରୋଷେଇ ଘରକୁ ସଫାସୁତରା ରଖନ୍ତୁ।

Leave A Reply