ଭୁବନେଶ୍ୱର – ଜେଇଇ ମେନ୍ ୨୦୨୦ ପାଇଁ ଆବେଦନ ପ୍ରକ୍ରିୟା ଶେଷ । ୧୦ ତାରିଖ ରାତି ୧୧ଟା ୫୦ ପର୍ଯ୍ୟନ୍ତ ପରୀକ୍ଷାର୍ଥୀମାନେ ଅନ୍ଲାଇନ୍ରେ କରିଛନ୍ତି ।
ଯଦି ଆବେଦନ ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ କରିବାର ଥାଏ, ତେବେ ପରୀକ୍ଷାର୍ଥୀମାନେ ଅକ୍ଟୋବର ୧୪ରୁ ୨୦ ତାରିଖ ରାତି ୧୧ଟା ୫୦ ମିନିଟ୍ ସୁଦ୍ଧା କରି।ରିବେ। ଡିସେମ୍ବର ୬ରେ ଆଡମିଟ୍
କାର୍ଡ ଉପଲବ୍ଧ ହେବ। ଆସନ୍ତା ୨୦୨୦ ଜାନୁୟାରୀ ୬ରୁ ୧୧ ମଧ୍ୟରେ ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହେବ। ଜାନୁୟାରୀ ୩୧ରେ ଫଳାଫଳ ପ୍ରକାଶ ପାଇବ।