Sign in
Sign in
Recover your password.
A password will be e-mailed to you.
ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ଦ୍ୱାରା ଦଶ ଦିନ ମଧ୍ୟରେ ୧୩୫୦ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହ
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ଆଜି ଓଡିଶାର ୩ଟି ପ୍ରମୁଖ ଜିଲ୍ଲା ମୟୁରଭଂଜ, ରାୟଗଡା ଏବଂ ବରଗଡ ପହଁଂଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି । ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ଆଜି ସମୁଦାୟ ୧୧ଟି କଲେଜ ଏବଂ!-->…
ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ଦ୍ୱାରା ରେକର୍ଡ ୧୧୬୦ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହ
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ଆଜି ଓଡିଶାର ୩ଟି ପ୍ରମୁଖ ଜିଲ୍ଲା ସୋନପୁର, ଗଜପତି ଏବଂ ବାଲେଶ୍ୱର ପହଁଂଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି । ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ଆଜି ସମୁଦାୟ ୧୨ଟି କଲେଜ ଏବଂ ୩ଟି!-->…
ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ ଦ୍ୱାରା ୮୬୦ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହ
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ୍ ଆଜି ଓଡିଶାର ୪ଟି ପ୍ରମୁଖ ଜିଲ୍ଲା ଭଦ୍ରକ, ବୌଧ, ଗଜପତି ଏବଂ ବାଲେଶ୍ୱର ପହଁଂଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି । ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ଆଜି ସମୁଦାୟ ୧୦ଟି କଲେଜ ଏବଂ!-->…
ଅକ୍ଟୋବର ୫ରୁ ୮ ତାରିଖ ୨୦୨୩ ପର୍ଯ୍ୟନ୍ତ ଭୁବନେଶ୍ୱରର ଜନତା ମଇଦାନରେ ଆଇଟି ଏକ୍ସପୋ-୨୦୨୩ର ଆୟୋଜନ
ଏହା ମାର୍କେଟ୍ ଟ୍ରେଣ୍ଡ୍, ପ୍ରଡକ୍ଟ ଓ ସେବା ଉପରେ ଗଭୀର ତଥ୍ୟ ପ୍ରଦାନ କରିବ
ଚଳିତ ବର୍ଷର ବିଷୟବସ୍ତୁ ହେଉଛି ‘ଡିସ୍କଭର୍ ଅନ୍ଲାଇନ୍, ଏକ୍ସପେରିଏନ୍ସ ଅଫ୍ଲାଇନ୍’
ଭୁବନେଶ୍ୱର : ଇନ୍ଫର୍ମେଶନ ଟେକ୍ନୋଲୋଜି ଆସୋସିଏଶନ ଅଫ୍ ଓଡିଶା (ଆଇଟିଏଓ) ପକ୍ଷରୁ ଲୋକମାନଙ୍କୁ ସଦ୍ୟତମ!-->!-->!-->!-->!-->!-->!-->…
ସିଆଇଆଇ ପକ୍ଷରୁ ଭୁବନେଶ୍ୱରରେ ଲଜିଷ୍ଟିକ୍ସ ସମ୍ମିଳନୀ ଆୟୋଜିତ
ଲଜିଷ୍ଟିକ୍ରେ ମହିଳାଙ୍କ ଉପରେ ଗୁରୁତ୍ୱ ଦେବାର ସମୟ ଆସିଛି: ବାଣିଜ୍ୟ ସଚିବ
୨୦୨୫ ସୁଦ୍ଧା ଲଜିଷ୍ଟିକ କ୍ଷେତ୍ରରେ ୧.୨ ନିୟୁତ ନିଯୁକ୍ତି ସୃଷ୍ଟି ହେବ
ପିଏମ୍ ଗତି ଶକ୍ତି ଓ ସାଗରମାଳା ପ୍ରକଳ୍ପ ବନ୍ଦର କ୍ଷେତ୍ରର ଜୀବନ୍ୟାସ କରିଛି
ଭୁବନେଶ୍ୱର: ଲଜିଷ୍ଟିକ୍ କ୍ଷେତ୍ରରେ!-->!-->!-->!-->!-->!-->!-->!-->!-->…
ଏଚ୍ଟେକ୍ ପକ୍ଷରୁ ଓଡ଼ିଶାରେ ଅନର୍୯୦ ୫ଜିର ଶୁଭାରମ୍ଭ
ଭୁବନେଶ୍ୱର : ଏକ ବିସ୍ତୃତ ସମାଧାନ ପ୍ରଦାନକାରୀ ଏଚ୍ଟେକ୍ ପକ୍ଷରୁ ଓଡ଼ିଶାରେ ଅନର୍୯୦ ୫ଜିର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି । ଏଆଇ ବ୍ଲଗ୍ ମାଷ୍ଟର୍ ଥିବା ଏକ ଆକର୍ଷଣୀୟ ୨୦୦ ଏମ୍ପି ମେନ୍ କ୍ୟାମେରା ଓ ୩୮୪୦ ଏଚ୍ଜେଡ୍ ପିଡବ୍ଲ୍ୟୁଏମ୍ ଡିମିଙ୍ଗ୍ ଟେକ୍ନୋଲୋଜି ସହ ଶିଳ୍ପ ଅଗ୍ରଣୀ!-->…
ଛାତ୍ରଛାତ୍ରୀଙ୍କ ଠାରୁ ଓଡିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସଙ୍କୁ ମିଳୁଛି ଉତ୍ସାହ ଜନକ ସମର୍ଥନ
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ଆଜି ଉପକୁଳ ଓଡିଶାର ୩ଟି ଜିଲ୍ଲା ପୁରୀ, କେନ୍ଦ୍ରାପଡା ଏବଂ ଜଗତ୍ସିଂହପୁରରେ ପହଁଂଚି ଷ୍ଟାର୍ଟଅପ୍ ଆଇଡିଆ ସଂଗ୍ରହ କରିଛି । ଏହି ଯାତ୍ରା ଅର୍ନ୍ତଗତ ଭ୍ୟାନ ଗୁଡିକ ଆଜି ସମୁଦାୟ ୭ଟି କଲେଜ ଏବଂ ୨ଟି!-->…
ମାତ୍ର ୫ ଦିନରେ ୫୦୦ରୁ ଉର୍ଦ୍ଧ୍ୱ ଆଇଡିଆ ସଂଗ୍ରହ କଲା ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଏକ୍ସପ୍ରେସ
କଟକ: ଓଡ଼ିଶା ସରକାରଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ଆଜି କଟକର ୮ଟି କଲେଜ ଏବଂ ୨ଟି ସ୍କୁଲରେ ପହଁଚି ୭୨ଟି ଆଇଡିଆ ସଂଗ୍ରହ କରିଛନ୍ତି, ଯେଉଁଥିରେ ୮୫୮ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ଉଭୟ ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଏବଂ ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ୩୦ଟି!-->…
ଓଡ଼ିଶା ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ଖୋର୍ଦ୍ଧାର ବିଭିନ୍ନ ସ୍କୁଲ୍ ଭ୍ରମଣ କରିବା ସହ ଏହାର ଯାତ୍ରା ଆରମ୍ଭ କରିଛି
ସମୁଦାୟ୧୦ଟି ସ୍କୁଲରୁ ୧୧୧ଟି ଆଇଡ଼ିଆ ସଂଗ୍ରହ
୧୦ଟି ସ୍କୁଲର ୮୭୬ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ
ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ଏକ ଉଲ୍ଲେଖନୀୟ ପଦକ୍ଷେପ, ଓଡ଼ିଶା ଷ୍ଟାର୍ଟଅପ୍ ଏକ୍ସପ୍ରେସ୍ ଆଜିଠାରୁ ଖୋର୍ଦ୍ଧାର ବିଭିନ୍ନ ସ୍କୁଲ୍ ଭ୍ରମଣ କରିବା ସହ ଏହାର ଯାତ୍ରା ଆରମ୍ଭ କରିଛି ।!-->!-->!-->!-->!-->!-->!-->…
ଖୋର୍ଦ୍ଧାରେ ସଫଳତା ପରେ କଟକରେ ପହଂଚିଛି ଓଡ଼ିଶା ଷ୍ଟାର୍ଟଅପ୍ ଯାତ୍ରା ଓ ଏକ୍ସପ୍ରେସ
କଟକ: ଓଡ଼ିଶା ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ ଓଡ଼ିଶା ଷ୍ଟାର୍ଟଅପ ଯାତ୍ରା ଓ ଏକ୍ସପ୍ରେସ, ଜିଲ୍ଲାସ୍ତରରେ ଷ୍ଟାର୍ଟଅପ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ଲାଗି ଚଳିତ ସେପ୍ଟେମ୍ବର ୧୬ ତାରିଖ ଶନିବାର ଦିନ କଟକ ଜିଲ୍ଲାରେ ପହଂଚିଛି । ଖୋର୍ଦ୍ଧା ଗସ୍ତର ସଫଳତା ପରେ ଏହି କାର୍ଯ୍ୟକ୍ରମ ବର୍ତମାନ!-->…