ବିର୍ଲା ଫର୍ଟିଲିଟି ଆଣ୍ଡ୍ ଆଇଭିଏଫ୍ ପକ୍ଷରୁ ସିଏମ୍‌ଇ କାର୍ଯ୍ୟକ୍ରମ ଆୟୋଜିତ

ଭୁବନେଶ୍ୱର : ବିର୍ଲା ଫର୍ଟିଲିଟି ଆଣ୍ଡ ଆଇଭିଏଫ୍ ପକ୍ଷରୁ ଭୁବନେଶ୍ୱର ଅବ୍‌ଷ୍ଟେଟ୍ରିକ୍ ଗାଇନାକୋଲୋଜିକାଲ ସୋସାଇଟି ସହ ସହଭାଗିତାରେ ଆଜି ଭୁବନେଶ୍ୱରଠାରେ ‘ବନ୍ଧ୍ୟାତ୍ୱ ପ୍ରଥା କ୍ଷେତ୍ରରେ ସୀମାକୁ ବିସ୍ତାର କରିବା’ ପ୍ରସଙ୍ଗ ଉପରେ ଏକ ସିଏମ୍‌ଇ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ଉତ୍କଳ ମହୋତ୍ସବ ୨୦୨୩ରେ ‘ଫ୍ରମ୍ ଫାର୍ମ ଟୁ ଫେସନ’  ଜରିଆରେ ହସ୍ତତନ୍ତ ଓ ହସ୍ତକଳାର ପ୍ରସାର

ଦୁଇ ଦିନିଆ ପ୍ରଦର୍ଶନୀରେ ୬୦ରୁ ଅଧିକ କାରିଗରଙ୍କ ହସ୍ତତନ୍ତ, ହସ୍ତକଳା ସାମଗ୍ରୀ ପ୍ରଦର୍ଶିତ ଭୁବନେଶ୍ୱର: ୱାର୍ଲଡ୍ ଟ୍ରେଣ୍ଡ୍ ସେଂଟର (ଡବ୍ଲୁଟିସି), ଭୁବନେଶ୍ୱର ପକ୍ଷରୁ ଏଟଂରପ୍ରେନ୍ୟୁଅରସିପ୍ ଡେଭେଲପ୍‌ମେଂଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଇଡିଆଇଆଇ) ଓ ଓଡ଼ିଶା ସରକାରଙ୍କ

ଗୁଣାତ୍ମକ ମାଛ ଜାଆଁଳ ଉତ୍ପାଦନ ସମ୍ବନ୍ଧରେ ରାଜ୍ୟସ୍ତରୀୟ କର୍ମଶାଳା

ରାଜ୍ୟବ୍ୟାପୀ ମାଛ ଜାଆଁଳ ହ୍ୟାଚେରୀର ନେଟ୍‌ୱାର୍କ ସ୍ଥାପନ ଉପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଗୁରୁତ୍ୱମାଛଚାଷୀଙ୍କୁ ଆଗୁଆ ଉନ୍ନତ ମାନର ମାଛ ଜାଆଁଳ ଯୋଗାଇ ଦିଆଯାଉଛି : ମନ୍ତ୍ରୀ ଶ୍ରୀ ସ୍ୱାଇଁ ଭୁବନେଶ୍ୱର, ଡିସେମ୍ବର ୨୧, ୨୦୨୩: ରାଜ୍ୟ ସରକାରଙ୍କ ସମୟୋପଯୋଗୀ ମତ୍ସ୍ୟନୀତି ଏବଂ ଅଭିନବ

ଓଡିଶା ଷ୍ଟାର୍ଟଅପ୍ କାର୍ଣ୍ଣିଭାଲ ୨୦୨୩ରେ ‘ଇଣ୍ଡଷ୍ଟ୍ରୀ ଫର୍ ଷ୍ଟାର୍ଟଅପ୍‌ସ୍‌’ ଉପରେ ଗୋଲ୍‌ଟେବୁଲ ବୈଠକ ଆୟୋଜିତ

ଭୁବନେଶ୍ୱର : ଅଟଳ ଇନୋଭେଶନ ମିଶନ ଦ୍ୱାରା ସମର୍ଥିତ ଏଆଇସି-ନାଳନ୍ଦା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେଶନ, ନିତି ଆୟୋଗ (ଭାରତ ସରକାର) ପକ୍ଷରୁ ଫ୍ଲୁଇଡ୍ ଭେଂଚର୍ସ ଓ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ଲିମିଟେଡ୍ (ୟୁସିସିଆଇଏଲ୍‌) ସହ ସହଭାଗିତାରେ ଏକ

ଓଡ଼ିଶାର ଶିଳ୍ପ ଅଭିବୃଦ୍ଧି ପାଇଁ ଝାରସୁଗୁଡ଼ା ହେଉଛି ପରବର୍ତୀ ଆକର୍ଷଣ : ପ୍ରମୁଖ ଶାସନ ସଚିବ

ଭୁବନେଶ୍ୱର: ଓଡ଼ିଶା ସରକାର ଓ ରାଜ୍ୟର ପ୍ରମୁଖ ଶିଳ୍ପ ସଂଘଗୁଡ଼ିକ ସହଯୋଗିତାରେ ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ଝାରସୁଗୁଡ଼ାରେ ୨୦୨୪ ଜାନୁଆରି ୧୯ରୁ ୨୧ ତାରିଖ ପର୍ଯ୍ୟନ୍ତ ୨୪ତମ ଏଟଂରପ୍ରାଇଜ୍ ଓଡ଼ିଶାର ଆୟୋଜନ କରାଯାଉଛି । ସିଆଇଆଇ ଏଂଟରପ୍ରାଇଜ ଓଡ଼ିଶା ଅବସରରେ

ଓଲା ପକ୍ଷରୁ ଭାରତର ନିଜସ୍ୱ ବହୁଭାଷୀୟ ଏଆଇ କୃତ୍ରିମ ଉନ୍ମୋଚିତ

ଭୁବନେଶ୍ୱର: ସମ୍ପୂର୍ଣ୍ଣ ଏଆଇ କମ୍ପ୍ୟୁଟିଙ୍ଗ ଷ୍ଟାକ୍ ନିର୍ମାଣ ଉପରେ ଗୁରୁତ୍ୱ ଦେଉଥିବା ଭାରତର ନିଜସ୍ୱ ଓ ପ୍ରଥମ ଏଆଇ କମ୍ପାନୀ, କୃତ୍ରିମ ପକ୍ଷରୁ ଏହାର ବେସ୍ ଲାର୍ଜ ଲାଙ୍ଗୁଏଜ୍ ମଡେଲ୍ (ଏଲ୍‌ଏଲ୍‌ଏମ୍‌)ର ଉନ୍ମୋଚନ କରାଯାଇଛି । ଓଲା କୃତ୍ରିମ ହେଉଛି ଲାର୍ଜ ଲାଙ୍ଗୁଏଜ୍ ମଡେଲ୍‌ର ଏକ

ଅଲ୍ଟିମେଟ୍ ଖୋଖୋ ସିଜନ-୨ ପାଇଁ ମୁମ୍ବାଇ ଖିଲାଡିଜ୍ ପକ୍ଷରୁ ଅନିକେତ୍ ପୋଟେଙ୍କୁ ଅଧିନାୟକ ଘୋଷଣା, ମହେଶ ସିନ୍ଦେ ଉପ…

ଭୁବନେଶ୍ୱର: ଓଡ଼ିଶାର କଟକରେ ୨୦୨୩ ଡିସେମ୍ବର ୨୪ରୁ ୨୦୨୪ ଜାନୁଆରି ୧୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଅଲ୍‌ଟିମେଟ୍ ଖୋଖୋ ସିଜନ-୨ ପାଇଁ ମୁମ୍ବାଇ ଖିଲାଡିଜ୍ ପକ୍ଷରୁ ଅନିକେତ ପୋଟେଙ୍କୁ ଅଧିନାୟକ ଘୋଷଣା କରାଯାଇଛି । ଏହି ୨୬ ବର୍ଷୀୟ ଅଲରାଉଣ୍ଡର ଆଟାକର ହେଉଛନ୍ତି ଜଣେ ଚର୍ଚ୍ଚିତ ଖୋଖୋ

ଓଟିଡିସିର ସାମିଲ ହେଲା ୧୦ଟି ନୂତନ ଯାନ

ଆସନ୍ତା ଆର୍ଥିକ ବର୍ଷରେ ପର୍ଯ୍ୟଟକ ପରିବହନ କ୍ଷେତ୍ରରେ ୩.୧୦ କୋଟି ଟଙ୍କା ଲାଭାଂଶର ଲକ୍ଷ୍ୟ ଭୁବନେଶ୍ୱର,୧୫/୧୨/୨୦୨୩ ରାଜ୍ୟରେ ପର୍ଯ୍ୟଟକମାନଙ୍କୁ ଯାତ୍ରାକାଳୀନ ନୂତନ ଅନୁଭୂତି ଆଣିଦେବା ନିମନ୍ତେ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ପକ୍ଷରୁ ୧୦ଟି ନୂତନ ଗାଡ଼ିକୁ ସାମିଲ କରାଯାଇଛି ।

ଶକ୍ତି ସମ୍ମାନ ସମାଜରେ ମହିଳାଙ୍କ ଦୃଢ଼ତାର ପ୍ରମାଣ: ମୁଖ୍ୟମନ୍ତ୍ରୀ

ସାତଟି ବର୍ଗରେ ୩୦ ଜଣ ମହିଳାଙ୍କୁ ‘ଶକ୍ତି ସମ୍ମାନ’ ପ୍ରଦାନଭୁବନେଶ୍ୱର: ଶକ୍ତି ସମ୍ମାନ କେବଳ ବ୍ୟକ୍ତିଗତ ଉପଲବ୍ଧି ପ୍ରତି ସ୍ୱୀକୃତି ନୁହେଁ, ଏହା ଆମ ସମାଜରେ ମହିଳାମାନଙ୍କ ସାମଗ୍ରିକ ଦୃଢ଼ତା ଓ ସ୍ଥାୟୀତ୍ୱର ଉତ୍ସବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ଭାରତୀୟ ଶିଳ୍ପ

ଭୁବନେଶ୍ୱରରେ ଫ୍ଲିପକାର୍ଟର ପ୍ରଥମ ଗ୍ରୋସରୀ ଫୁଲ୍‌ଫିଲମେଂଟ୍ ସେଂଟର୍‌ର ଶୁଭାରମ୍ଭ

ଭୁବନେଶ୍ୱର : ଭାରତର ଘରୋଇ ଇକମର୍ସ ମାର୍କେଟ୍‌ପ୍ଲେସ୍ ଫ୍ଲିପ୍‌କାର୍ଟ ଓଡିଶାର ଭୁବନେଶ୍ୱରରେ ଏହାର ପ୍ରଥମ ଗ୍ରୋସରୀ ଫୁଲ୍‌ଫିଲମେଂଟ୍ ସେଂଟର୍‌ର ଶୁଭାରମ୍ଭ ସହିତ ନିଜର ଉପସ୍ଥିତିକୁ ଅଧିକ ବିସ୍ତାର କରିଛି । ଏହି ନୂଆ ଫୁଲ୍‌ଫିଲମେଂଟ୍ ସେଂଟର୍ ଅର୍ଡର ପ୍ଲେସ୍ ହେବାର ୨୪ ଘଂଟା ମଧ୍ୟରେ