Sign in
Sign in
Recover your password.
A password will be e-mailed to you.
ଛାତ୍ରଛାତ୍ରୀଙ୍କ ସାମୁହିକ ବିକାଶର ପ୍ରୋତ୍ସାହନ ପାଇଁ ଓଡିଏମର ସ୍ୱତନ୍ତ୍ର କାର୍ଯ୍ୟକ୍ରମ
ଭୁବନେଶ୍ୱର : ଓଡିଏମ ଇଂଟରନ୍ୟାସନାଲ ଏଜୁକେସନ ଗ୍ରୁପ ପକ୍ଷରୁ ଲିପ (ଲର୍ଣ୍ଣ-ଏନଗେଜ-ଆସ୍ପାୟାର-ପ୍ରସ୍ପର) ସିରିଜ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଗ୍ରୁପର ପଟିଆ ସ୍ଥିତ ଓଡିଏମ୍ ପବ୍ଲିକ୍ ସ୍କୁଲ ଓ ଓଡିଏମ ଗ୍ଲୋବାଲ ବିଦ୍ୟାଳୟ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।
!-->!-->!-->!-->!-->…
ଫୋନପେ ପ୍ଲାଟଫର୍ମରେ ‘ୟୁପିଆଇରେ କ୍ରେଡିଟ ଲାଇନ’ଆରମ୍ଭ
ଭୁବନେଶ୍ୱର: ଫୋନପେ ତା’ର ନିଜ ପ୍ଲାଟଫର୍ମରେ ୟୁପିଆଇରେ କ୍ରେଡିଟ ଲାଇନ ଆରମ୍ଭ କରିବାକୁ ଘୋଷଣା କରିଛି । ଯେଉଁ ଉପଭୋକ୍ତାମାନେ ସେମାନଙ୍କ ବ୍ୟାଙ୍କରୁ କ୍ରେଡିଟ ଲାଇନ ପାଇଥିବେ, ସେମାନେ ବର୍ତମାନ ଏହି କ୍ରେଡିଟ ଲାଇନଗୁଡ଼ିକୁ ଫୋନପେ’ରେ ୟୁପିଆଇ ସହ ଲିଙ୍କ କରିପାରିବେ ଏବଂ ନିରବଚ୍ଛିନ୍ନ!-->…
୫ ବର୍ଷର ଯାତ୍ରା ସଫଳତାକୁ ପାଳନ କରିଛି ଫ୍ଲିପ୍କାର୍ଟ ସମର୍ଥ
ଭୁବନେଶ୍ୱର: ଭାରତର ଘରୋଇ ଇକମର୍ସ ମାର୍କେଟପ୍ଲେସ୍ ଫ୍ଲିପ୍କାର୍ଟ ଭାରତର କାରିଗର, ବୁଣାକାର, ଏସ୍ଏଚ୍ଜି, ମହିଳା ଓ ଗ୍ରାମାଂଚଳ ଉଦ୍ୟୋଗୀମାନଙ୍କୁ ସଶକ୍ତ କରିବା ପାଇଁ ଉତ୍ସର୍ଗୀକୃତ ଏକ କାର୍ଯ୍ୟକ୍ରମ ମାଧ୍ୟମରେ ଏହାର ୫ ବର୍ଷର ଯାତ୍ରା ସଫଳତାକୁ ପାଳନ କରିଛି । ଏହି କାର୍ଯ୍ୟକ୍ରମରେ!-->…
ଔଷଧିୟ ବୃକ୍ଷ ଚାଷକୁ ପ୍ରୋତ୍ସାହିତ କରିବା ପାଇଁ ବିଏସ୍ଏଫ୍ ସହ ହାତ ମିଳାଇଛି ଡାବର
ଭୁବନେଶ୍ୱର : ଭାରତର ସର୍ବବୃହତ୍ ବିଜ୍ଞାନ-ଆଧାରିତ ଆୟୁର୍ବେଦ ସଂସ୍ଥା ଡାବର ଇଣ୍ଡିଆ ଲିମିଟେଡ ଏକ ପରିବର୍ତନଶୀଳ ବୃକ୍ଷରୋପଣ ପ୍ରକଳ୍ପ ପାଇଁ ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସ୍ଏଫ୍) ସହିତ ହାତ ମିଳାଇଛି । ଏହି ସହଭାଗିତାର ଲକ୍ଷ୍ୟ ହେଉଛି ପରିବେଶର ପୁନରୁଦ୍ଧାର ଓ ଜୈବବିବିଧ ସଂରକ୍ଷଣକୁ!-->…
ଭୁବନେଶ୍ୱରରେ ଆମାଜନ ଡଟ ଇନ୍ରେ ହୋମ୍, କିଚେନ୍ ଓ ଆଉଟଡୋର ବ୍ୟବସାୟରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି
ଭୁବନେଶ୍ୱର : ଆମାଜନ ଡଟ୍ ଇନ ପକ୍ଷରୁ ଘୋଷଣା କରାଯାଇଛି ଯେ ଓଡ଼ିଶା ଓ ଭୁବନେଶ୍ୱରରେ ହୋମ୍, କିଚେନ୍ ଏବଂ ଆଉଟଡୋର ବ୍ୟବସାୟରେ ବାର୍ଷିକ ଆଧାରରେ ପ୍ରାୟ ୨୫% ଅଭିବୃଦ୍ଧି ଘଟିଥିବା ବେଳେ ନୂଆ ଗ୍ରାହକଙ୍କ ସଂଖ୍ୟାରେ ପ୍ରାୟ ୧୫% ବୃଦ୍ଧି ଘଟିଛି, ଯେଉଁମାନେ ଭାରତର ସବୁଠାରୁ ବିଶ୍ୱସନୀୟ!-->…
ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ ପକ୍ଷରୁ ଫେସ୍ ମ୍ୟାଚ୍ର ଶୁଭାରମ୍ଭ
ଭୁବନେଶ୍ୱର: ଏୟାରଟେଲ ପେମେଂଟ୍ସ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କ ଆକାଉଂଟକୁୁ ସୁରକ୍ଷିତ ରଖିବା ପାଇଁ ଡିଜାଇନ କରାଯାଇଥିବା ଏକ ସୁରକ୍ଷା ବୃଦ୍ଧିକାରୀ ଫିଚର ଫେସ୍ ମ୍ୟାଚ୍ର ଉନ୍ମୋଚନ କରାଯାଇଛି । ଫେସ୍ ମ୍ୟାଚ୍ ଉପଭୋକ୍ତାଙ୍କ ଆଚରଣଠାରୁ ଆରମ୍ଭ କରି ଟ୍ରାଞ୍ଜାକ୍ସନ ଶୈଳୀ ଓ ସ୍ଥାନ, ସମାନ!-->…
ଓଡିଏମର ଅଧ୍ୟକ୍ଷ ଡ.ସତ୍ୟବ୍ରତ ମୀନକେତନ ସିବିଏସଇ ସଦସ୍ୟ ଭାବେ ମନୋନୀତ
ଭୁବନେଶ୍ୱର : ଓଡିଏମ୍ର ଅଧ୍ୟକ୍ଷ ଡ.ସତ୍ୟବ୍ରତ ମୀନକେତନ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ତରଫରୁ ସିବିଏସ୍ଇ, ଦିଲ୍ଲୀର ଗଭର୍ଣ୍ଣିଂ ବଡିର ସଦସ୍ୟଭାବେ ମନୋନୀତ ହୋଇଛନ୍ତି । ଭାରତବର୍ଷର ଚାରିଜଣ ବିଶିଷ୍ଟ ଶିକ୍ଷାବିତ୍ମାନଙ୍କ ମଧ୍ୟରେ ତାଙ୍କର ଏହି ସର୍ବୋଚ୍ଚ ସମିତିକୁ ମନୋନୟନ!-->…
ଆରଜି କର ଦୁଷ୍କର୍ମ ଓ ହତ୍ୟା ଘଟଣା ବିରୋଧରେ ଶାନ୍ତି ମେମୋରିଆଲ ହସ୍ପିଟାଲ ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା
କଟକ : ହୃଦୟବିଦାରକ ଆରଜି କର ଦୁଷ୍କର୍ମ ଓ ହତ୍ୟା ମାମଲାର ପୀଡିତାଙ୍କୁ ସମର୍ଥନ ଜଣାଇ ଅଗଷ୍ଟ ୧୬ ତାରିଖ ସନ୍ଧ୍ୟା ୬.୩୦ସମୟରେ ଶାନ୍ତି ମେମୋରିଆଲ ହସ୍ପିଟାଲ ପକ୍ଷରୁ ଏକ ମହମବତୀ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । କୋଲକତାର ଏକ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ନିର୍ମମ ଭାବେ!-->…
ଭାରତକୁ ବେଆଇନ ତମ୍ବାଖୁ କାରବାରରୁ ମୁକ୍ତ କରିବାର ପ୍ରତିଶ୍ରୁତି
ଭୁବନେଶ୍ୱର : ଚଳିତ ସ୍ୱାଧୀନତା ଦିବସରେ ଫିଲିପ ମୋରିସ୍ ଇଂଟରନ୍ୟାଶନାଲ୍ସ (ପିଏମ୍ଆଇ) ଇଣ୍ଡିଆ ଆଫିଲିଏଟ, ଆଇପିଏମ୍ ଇଣ୍ଡିଆ, ଭାରତର ଅର୍ଥନୈତିକ ଆଗ୍ରହ ଓ ଉପଭୋକ୍ତାଙ୍କୁ ସୁରକ୍ଷିତ ରଖିବା ପାଇଁ ବେଆଇନ ତମ୍ବାଖୁ କାରବାର ପ୍ରତିରୋଧ ଦିଗରେ ନିଜର ପ୍ରତିବଦ୍ଧତାକୁ ସୁଦୃଢ କରିଛି । ବେଆଇନ!-->…
ଓଡିଏମ ଗ୍ଲୋବାଲ ସ୍କୁଲରେ ସ୍ୱାଧୀନତା ଦିବସ ପାଳିତ
ଭୁବନେଶ୍ୱର : ଭୁବନେଶ୍ୱରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓଡିଏମ ଗ୍ଲୋବାଲ ସ୍କୁଲରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ମହା ଆଡ଼ମ୍ବର ସହକାରେ ୭୮ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଅଛି। ପ୍ରଭାତ ସମୟରେ ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ଶୈଳେନ୍ଦ୍ର କୁମାରୀଙ୍କ ସ୍ୱାଗତ ଭାଷଣରୁ ଏହି କାର୍ଯ୍ୟକ୍ରମର!-->…