୩୦ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବର୍ଷା ,୩୧ରୁ ଆଉ ଏକ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର - ଏବେ ରାଜ୍ୟରେ ମୌସୁମୀ ସକ୍ରିୟ ହେବା ସହ ରାଜ୍ୟରେ ଲଘୁଚାପ ପ୍ରଭାବରେ ବର୍ଷା ଲାଗି ରହିଛି । ବଙ୍ଗୋପସାଗରରେ ଏକ ଘୂର୍ଣ୍ଣି ବଳୟ ଏବଂ ରାଜସ୍ଥାନରୁ କୋଲକାତା ଯାଏଁ ଏକ ଟ୍ରଫ୍‍ ଲାଇନ୍‍ ସୃଷ୍ଟି ହୋଇଛି। ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଜୁଲାଇ ୩୦ ତାରିଖ ଯାଏଁ…

ଶସ୍ତାହେଲ ବିଦ୍ୟୁତ ଚାଳିତ ଯାନ, ଜିଏସ୍‌ଟି ୧୨ରୁ ୫ ପ୍ରତିଶତକୁ ହ୍ରାସ

ନୂଆଦିଲ୍ଲୀ . - ବିଦ୍ୟୁତ୍‍ ଚାଳିତ ଯାନଗୁଡ଼ିକ ଉପରୁ ଶତକଡା ୧୨ ଭାଗ ଜିଏସ୍‍ଟିକୁ ହ୍ରାସ କରି ୫ ଭାଗ ରଖିବା ପାଇଁ ଜିଏସ୍‍ଟି ପରିଷଦ ନିଷ୍ପତ୍ତି ନେଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ୩୬ତମ ଜିଏସ୍‍ଟି ପରିଷଦ ବୈଠକରେ ବିଦ୍ୟୁତ୍‍ ଚାଳିତ ଯାନର ଚାର୍ଜରଗୁଡ଼ିକ ଉପରୁ ଜିଏସ୍‍ଟି ଶତକଡା ୧୮ ଭାଗରୁ ୫…

ରାଜ୍ୟରେ ୬୩୯୦ ଭିକାରୀ ଚିହ୍ନଟ କଟକରେ ସର୍ବାଧିକ ୧୦୬୦

ଭୁବନେଶ୍ୱର - ରାଜ୍ୟରେ ବର୍ତ୍ତମାନ ୬୩୯୦ ଭିକାରୀଙ୍କୁ ଚିହ୍ନଟ କରାଯାଇଛନ୍ତି । କଟକରେ ସର୍ବାଧିକ ୧୦୬୦ ଜଣ ଭିକାରୀ ରହିଛନ୍ତି । ବଲାଙ୍ଗିରରେ ୭୦୮ ଜଣ ମୟୂରଭଞ୍ଜରେ ୪୮୫ ଜଣ ଗଞ୍ଜାମରେ ୪୫୮ ଜଣ ଦେବଗଡ ଜିଲ୍ଲାରେ ସବୁଠାରୁ କମ୍‍ ୧୬ ଜଣ ଭିକାରୀ ଅଛନ୍ତି। ମୋଟ୍‍ ୬୩୯୦ ଭିକାରୀଙ୍କ…

ଓଡ଼ିଶା ବରିଷ୍ଠ ନାଗରିକ ନୀତି୨୦୧୬ ଅନୁସାରେ ରାଜ୍ୟର ପ୍ରତି ଜିଲ୍ଲା ସଦର ମହକୁମାରେ ୧୫୦ ଜଣ ବରିଷ୍ଠ ନାଗରିକ ରହିପାରିବା…

ଭୁବନେଶ୍ୱର - ଓଡ଼ିଶା ବରିଷ୍ଠ ନାଗରିକ ନୀତି ୨୦୧୬ ଅନୁସାରେ ରାଜ୍ୟର ପ୍ରତି ଜିଲ୍ଲା ସଦର ମହକୁମାରେ ୧୫୦ ଜଣ ବରିଷ୍ଠ ନାଗରିକ ରହିପାରିବା ଭଳି ଜରାଶ୍ରମ ନିର୍ମାଣର ବ୍ୟବସ୍ଥା ରହିଛି । ପ୍ରଥମ ପର୍ଯ୍ୟାୟ ରାଜ୍ୟର ୯ଟି ଜିଲ୍ଲା ସମ୍ବଲପୁର, ଖୋର୍ଦ୍ଧା, କଟକ, କନ୍ଧମାଳ, ଭଦ୍ରକ, ମାଲକାନଗିରି,…

କାଳିଆ ଯୋଜନାରେ ୫୧ଲକ୍ଷ ୫ ହଜାର ୨୯୦ ଜଣ ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ

ଭୁବନେଶ୍ୱର - କାଳିଆ ଯୋଜନାରେ ରାଜ୍ୟ ସରକାର ୫୧ଲକ୍ଷ ୫ ହଜାର ୨୯୦ ଜଣ ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ କରିଛନ୍ତି । ଏମାନଙ୍କ ମଧ୍ୟରେ ୩୬ ଲକ୍ଷ ୩୪ ହଜାର ୭୧୦ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଅଛନ୍ତି । ୧୪ ଲକ୍ଷ ୭୦ ହଜାର ୫୮୦ ଜଣ ଭୂମିହୀନ ଚାଷୀ ପରିବାରଙ୍କୁ ବି କାଳିଆ ଟଙ୍କା ପ୍ରଦାନ…

ମୁଖ୍ୟସମ୍ବାଦ-ହେଡ୍‌ଲାଇନସ୍‌

- ପ୍ରଭାବଶାଳୀ ବ୍ୟକ୍ତି ତାଲିକାର ୪୭ ସ୍ଥାନରେ ଦୂତୀ ଚାନ୍ଦ -ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟପାଳ ରେଡ୍ଡୀଙ୍କ ପରଲୋକ - କର୍ଣ୍ଣାଟକ: ୧୪ ବିଦ୍ରୋହୀ ବିଧାୟକ ଅଯୋଗ୍ୟ ଘୋଷିତ -କାଳିଆ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୫୧ଲକ୍ଷ ୫ ହଜାର ୨୯୦ଜଣ ହିତାଧିକାରୀଙ୍କୁ ଅର୍ଥ ପ୍ରଦାନ କରାଯାଇଥିବା ନେଇ…

ଜେଲ୍‌ ଗଲେ ତିନି ଲାଞ୍ଚୁଆ ପୁଲିସ ବାବୁ !

ଜୟପୁର . - ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ (ଦୁର୍ନିତୀ ନିବାରଣ ) ଅଧିକାରୀଙ୍କ ହାତରେ ଧରା ପଡିଥିବା ତିନି ଜଣ ପୁଲିସ ବାବୁ ଜେଲ୍‌ ଯାଇଛନ୍ତି । ଏହା ପୁଣି ଖାକି ରେ ଏକ ଦାଗ । ଜଣେ ନୁହେଁ ଗୋଟିଏ ଥାନାର ତିନି ତିନି ଜଣ ଅଧିକାରୀ ଲାଞ୍ଚ ନେଉଥିବା ଅନେକଙ୍କୁ ଆଶ୍ଚର୍ଯ୍ୟ…

ଆପଣଙ୍କ ନାମର ପ୍ରଥମ ଅକ୍ଷର ଇଂରାଜୀ ଏ , ବି କିମ୍ବା ସି’ରୁ ଆରମ୍ଭ ହୋଇଥିଲେ , ଜାଣନ୍ତୁ

ନ୍ୟୁମୋରଲଜି ଅନୁସାରେ ନାମରେ ଥିବା ଅକ୍ଷରରୁ ଜଣେ ବ୍ୟକ୍ତିଙ୍କର ବ୍ୟକ୍ତିତ୍ୱ ବିଷୟରେ ଜଣା ପଡିଥାଏ । ଅମିର ଖାନ୍‌ଙ୍କ ନାମ ହେଉ କି ଭିଖାରୀ ବଳଙ୍କର ନାମ ସମସ୍ତେ ଜଣେ ଜଣେ ପ୍ରସିଦ୍ଧ ବ୍ୟକ୍ତିତ୍ୱ । ତେବେ ଆପଣଙ୍କ ବ୍ୟକ୍ତିତ୍ୱ କଅଣ ହୋଇପାରେ ଇଂରାଜୀ ଅକ୍ଷର ଏ , ବି କିମ୍ବା ସି ରୁ ଆରମ୍ଭ…

ଦୁଇ ଦୁଇଟି ଲଘୁଚାପ ପ୍ରବଳ ବର୍ଷିବ

ଭୁବ‌ନେଶ୍ବର : ଉତ୍ତର ବଙ୍ଗୋପସାଗର ଓ ପଶ୍ଚିମବ‌ଙ୍ଗ ଉପକୂଳରେ ଲଘୁଚାପ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଓଡିଶାରେ ବର୍ଷା ହେବାର ସମ୍ଭାବନା ବୃଦ୍ଧି ପାଇଛି । ଲଘୁଚାପ ସୃଷ୍ଟି ହେବା ସହ ରାଜ୍ୟରେ ମୌସୁମୀ ସକ୍ରିୟ ହୋଇଛି । ବାରିପଦାରେ ଗୁରବାରରେ ୧୩୧ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।…

ଯେଉଁ ବୀରମାନେ ଦେଶକୁ ରକ୍ଷା କରୁଛନ୍ତି, ସେମାନଙ୍କୁ ପ୍ରଣାମ: ରାମନାଥ କୋବିନ୍ଦ

ନୂଆଦିଲ୍ଲୀ: କାରଗିଲ ବିଜୟ ଦିବସ ଶୁକ୍ରବାର (୨୦୧୯ ଜୁଲାଇ ୨୬) ୨୦ ବର୍ଷ ପୂରିଛି । ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି, ବର୍ଷ ୧୯୯୯ରେ କାରଗିଲର ପାହାଡରେ ଆମର ସଶସ୍ତ୍ର ସେନାର ପରାକ୍ରମ ପ୍ରତି ରାଷ୍ଟ୍ରର ଜନତା ନତମସ୍ତକ ହେଉଛି । ଦେଶକୁ ରକ୍ଷା କରୁଥିବା ବୀର ସୈନିକଙ୍କୁ…