ଦଶହରା ରେ ପାଠ କରନ୍ତୁ ଶକ୍ତିଶାଳୀ ଦେଵୀ ମହାତ୍ମ୍ୟଂ ଅର୍ଗଲା ସ୍ତୋତ୍ରମ୍

ଦେଵୀ ମହାତ୍ମ୍ୟଂ ଅର୍ଗଲା ସ୍ତୋତ୍ରମ୍ ଅସ୍ୟଶ୍ରୀ ଅର୍ଗଳା ସ୍ତୋତ୍ର ମଂତ୍ରସ୍ୟ ଵିଷ୍ଣୁଃ ଋଷିଃ। ଅନୁଷ୍ଟୁପ୍ଛଂଦଃ। ଶ୍ରୀ ମହାଲକ୍ଷୀର୍ଦେଵତା। ମଂତ୍ରୋଦିତା ଦେଵ୍ୟୋବୀଜଂ।ନଵାର୍ଣୋ ମଂତ୍ର ଶକ୍ତିଃ। ଶ୍ରୀ ସପ୍ତଶତୀ ମଂତ୍ରସ୍ତତ୍ଵଂ ଶ୍ରୀ ଜଗଦଂଦା ପ୍ରୀତ୍ୟର୍ଥେ ସପ୍ତଶତୀ ପଠାଂ ଗତ୍ଵେନ ଜପେ

ଦୂର୍ଗା ପୂଜାରେ ଶୁଣନ୍ତୁ ପାରମ୍ପରିକ ବାଦ୍ୟ

ଦୁର୍ଗା ପୂଜାରେ ମଣ୍ଡପ ସହ ପୂଜା ସ୍ଥଳରେ ପରମ୍ପରା ଅନୁସାରେ ପୂଜା ହୋଇଥାଏ । ସେଠାରେ ପରମ୍ପରା ଅନୁଯାୟୀ ମନ୍ତ୍ର ପାଠ ଭୋଗ ହୋଇଥାଏ । ବାଦ୍ୟ ବି ପାରମ୍ପାରିକ ହୋଇଥାଏ । ଶୁଣନ୍ତୁ ପାରମ୍ପରିକ ଡାକ ବ ଚାଙ୍ଗୁ ବାଦ୍ୟ https://youtube.com/shorts/UfcYQNC8OMc

ଜାଣନ୍ତୁ ମା ଦୁର୍ଗାଙ୍କର ଅଷ୍ଟ ମାତୃକା ରୂପ ପୂଜା ଏବଂ ବିଶେଷତ୍ୱ

ବିଶ୍ୱାସ କରାଯାଏ ଦେବୀଶକ୍ତି ବା ମାତୃଶକ୍ତିର ଉପାସନା ଯେକୌଣସି ସଭ୍ୟତାର ଆଦିମତମ ସଂସ୍କୃତିରେ ବିରାଜମାନ ଥିଲା । ପ୍ରାଚୀନ ମୂର୍ତ୍ତି ଉପରେ ଗବେଷଣା କରୁଥିବା ମୂର୍ତ୍ତିତତ୍ତ୍ୱବିଦ୍‌ମାନଙ୍କ ଅନୁସାରେ ବର୍ତ୍ତମାନ ସମୟରେ ଯେଉଁ ଦଶଭୁଜା ବା ଅଷ୍ଟଭୁଜା ଦୁର୍ଗାଙ୍କୁ ଦଶହରା ଅବସରରେ

କମିଶନରେଟ୍‍ ପୁଲିସ୍‍ ପକ୍ଷରୁ ୨୦ ତାରିଖ ପର୍ଯ୍ୟନ୍ତ ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍‍ କର୍ଫ୍ୟୁ ଲାଗୁ

ପାରମ୍ପରିକ ପୂଜା ସହ ପୂଜାମଣ୍ଡପଗୁଡ଼ିକରେ ମା’ ଦୁର୍ଗତିନାଶିନୀଙ୍କ ଆବାହନ କରାଯାଇଛି । ମୃଣ୍ମୟ ଦେବୀଙ୍କର ମହାସପ୍ତମୀ ପୂଜା ଅନୁଷ୍ଠିତ ହେବ । ଏଥିପାଇଁ ପୂଜାମଣ୍ଡପଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି । କରୋନା କଟକଣା ମଧ୍ୟରେ ନିରାଡମ୍ବର ଭାବେ ପୂଜାର୍ଚ୍ଚନା କରାଯାଉଛି । ତେବେ

ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅର୍ଥ ଉପକମିଟି ବୈଠକ -୧୯୦ କୋଟି ଟଙ୍କାର ବଜେଟ୍‍ ପ୍ରସ୍ତାବକୁ ଅନୁମୋଦନ

ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଅର୍ଥ ଉପକମିଟି ବୈଠକରେ ମୁଖ୍ୟ ପ୍ରଶାସକ ଡକ୍ଟର କ୍ରିଷନ୍‍ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୯୦ କୋଟି ଟଙ୍କାର ବଜେଟ୍‍ ପ୍ରସ୍ତାବକୁ ଅନୁମୋଦନ ମିଳିଥିବା ଜଣାପଡ଼ିଛି । ପୂର୍ବରୁ ବୈଠକ ନ ବସିବା ଯୋଗୁ ଏହି କାର୍ଯ୍ୟ

ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ତ୍ୱରିତ ଚିକିତ୍ସା ପାଇଁ ଡାକ୍ତରଖାନାରେ ପହଞ୍ଚାଇଲେ ସାହାଯ୍ୟକାରୀଙ୍କୁ ୫ ହଜାର ଟଙ୍କା…

ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ତ୍ୱରିତ ଚିକିତ୍ସା ପାଇଁ ଡାକ୍ତରଖାନାରେ ପହଞ୍ଚାଇଲେ ସାହାଯ୍ୟକାରୀଙ୍କୁ ୫ ହଜାର ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି । ଆସନ୍ତା ୧୫ ତାରିଖରୁ ଏହି ବ୍ୟବସ୍ଥା ଲାଗୁ କରିବା ପାଇଁ କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରଣାଳୟ

ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସକ୍ରିୟ ହୋଇ ଘୂର୍ଣ୍ଣିବଳୟର ରୂପ ନେଇଛି- ଆସନ୍ତା ୧୪…

ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସକ୍ରିୟ ହୋଇ ଘୂର୍ଣ୍ଣିବଳୟର ରୂପ ନେଇଛି । ଆସନ୍ତା ୧୪ ତାରିଖ ବେଳକୁ ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶରେ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଉଛି । ୧୪ ତାରିଖ ପରଠାରୁ ରାଜ୍ୟରେ

ପାର୍ବଣ ଋତୁରେ ଅଧିକ ଅମାନିଆ ହେଲେ ଗିରଫ କରାଯିବାର ଚେତାବନୀ ଦେଇଛନ୍ତି ପୁଲିସ୍‍ କମିଶନର୍‍

ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ କଟକ-ଭୁବନେଶ୍ୱର ଟୁଇନ୍‍ସିଟିରେ କରୋନା କଟକଣା ସ୍ୱରୂପ ଆସନ୍ତା ୧୧ ତାରିଖଠାରୁ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆସନ୍ତା ୧୧ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ନାଇଟ୍‍ କର୍ଫ୍ୟୁ ଲାଗୁ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ

ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସକ୍ରିୟ ହୋଇ ଘୂର୍ଣ୍ଣିବଳୟର ରୂପ – ଆସନ୍ତା ୧୪…

ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ସକ୍ରିୟ ହୋଇ ଘୂର୍ଣ୍ଣିବଳୟର ରୂପ ନେଇଛି । ଆସନ୍ତା ୧୪ ତାରିଖ ବେଳକୁ ଏହାର ପ୍ରଭାବ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶରେ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଉଛି । ୧୪ ପରଠାରୁ ରାଜ୍ୟରେ ବର୍ଷା

ପାରଳାଖେମୁଣ୍ଡି ଏସିଏଫ୍‍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା ଉପରୁ ପରଦା ହଟାଇଛି କ୍ରାଇମବ୍ରାଞ୍ଚ

ପାରଳାଖେମୁଣ୍ଡି ଏସିଏଫ୍‍ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା ଉପରୁ ପରଦା ହଟାଇଛି କ୍ରାଇମବ୍ରାଞ୍ଚ । ଏହି ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ଶେଷ ହେବା ନେଇ ପ୍ରେସମିଟ୍‍ କରି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ତେବେ କ୍ରାଇମବ୍ରାଞ୍ଚ ଏଡିଜିଙ୍କ ସୂଚନା ମୁତାବକ, ସୌମ୍ୟରଞ୍ଜନଙ୍କ