Sign in
Sign in
Recover your password.
A password will be e-mailed to you.
ଏକାଦଶ ହକି ଇଣ୍ଡିଆ ସିନିୟର ମହିଳା ଚାମ୍ପିୟନସିପ୍ ଓଡ଼ିଶା ଦଳ ହିମାଚଳ ପ୍ରଦେଶ ବିପକ୍ଷରେ ବୃହତ ବିଜୟ ହାସଲ
ଝାନ୍ସୀରେ ଚାଲିଥିବା ଏକାଦଶ ହକି ଇଣ୍ଡିଆ ସିନିୟର ମହିଳା ଚାମ୍ପିୟନସିପ୍ରେ ଗତକାଲି ଓଡ଼ିଶା ଦଳ ହିମାଚଳ ପ୍ରଦେଶ ବିପକ୍ଷରେ ବୃହତ ବିଜୟ ହାସଲ କରିଛି । ଦୀପ୍ତି ଲାକ୍ରା ଏକାକୀ ୬ଟି ଗୋଲ୍ ସ୍କୋର କରି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
ଗତକାଲି ଖେଳାଯାଇଥିବା ଅନ୍ୟ!-->!-->!-->…
ଲୋକଙ୍କୁ ସାର୍ବଜନୀନ ଟିକାକରଣ ଅଭିଯାନରେ ୧୦୧ କୋଟି ୫୦ ଲକ୍ଷ ୯୪ କୋଭିଡ ଟିକା ଦିଆଯାଇଛି
ଦେଶରେ ରବିବାର ସୁଦ୍ଧା ୧୦୧ କୋଟି ୫୦ ଲକ୍ଷ ୯୪ ହଜାରରୁ ଊଦ୍ଧ୍ୱର୍ ଲୋକଙ୍କୁ ସାର୍ବଜନୀନ ଟିକାକରଣ ଅଭିଯାନରେ କୋଭିଡ ଟିକା ଦିଆଯାଇଛି । ଏଥିରେ ୭୧ କୋଟି ୪୫ ଲକ୍ଷ ୭୮ ହଜାର ୨୮୬ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୩୦ କୋଟି ୫ ଲକ୍ଷ ୧୬ ହଜାର ୫୩୪ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ଦିଆଯାଇଛି । ଆଜି!-->…
ରାଜ୍ୟରେ ରବିବାର ଠାରୁ ୨ ରୁ ୧୮ ବର୍ଷ ପିଲାଙ୍କୁ କରୋନା ଟିକା ଦେବାପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ସ୍ୱାସ୍ଥ୍ୟ ଓ…
ରାଜ୍ୟରେ ରବିବାର ଠାରୁ ୨ ରୁ ୧୮ ବର୍ଷ ପିଲାଙ୍କୁ କରୋନା ଟିକା ଦେବାପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଥିନିମନ୍ତେ ଭର୍ଚୁଆଲ ମାଧ୍ୟମରେ ଆଜିଠାରୁ ସ୍ୱାସ୍ଥ୍ୟ!-->!-->!-->…
କାର୍ତ୍ତିକ ସୋମବାର ଅବସରରେ ଧବଳଶ୍ୱରରେ ୧୪୪ ଧାରା
କାର୍ତ୍ତିକ ମାସ ପ୍ରଥମ ସୋମବାରରେ ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି । ଆଠଗଡ଼ ଦେବୋତ୍ତର ପ୍ରଶାସନିକ ମୁଖ୍ୟ ତଥା ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଗତକାଲିଠାରୁ ଧବଳେଶ୍ୱର ପୀଠ ଚତୁଃପାଶ୍ୱର୍ରେ ୧୪୪!-->…
ଭାଗ୍ୟ ପରିବର୍ତ୍ତନ ସହ ଶୀଘ୍ର ଉନ୍ନତି ପାଇଁ ଆପଣାନ୍ତୁ ଏହି ସହଜ ଉପାୟ
ସମସ୍ତଙ୍କ ଭାଗ୍ୟରେ ଶୀଘ୍ର ଉନ୍ନତି ସମ୍ଭବପର ହୋଇ ନ ଥାଏ । କିଛି ଲୋକ ଅଛନ୍ତି ଯେଉଁ ମାନଙ୍କ କାମ ଉନ୍ନତି ଦିଗକୁ ଅଗ୍ରସର ହେବାକୁ ଯାଉଥିବା ବେଳେ ହଠାତ କୌଣସି କାରଣରୁ କାର୍ଯ୍ୟଟି ଅସଫଳ ହୋଇଯାଏ । ଅନେକ ପରିଶ୍ରମ କଲେ ମଧ୍ୟ କାମଟି ସଫଳ ହୋଇ ନଥାଏ । ତେଣୁ ସେମାନେ ନିଜ ଭାଗ୍ୟକୁ ଦୋଷ!-->!-->!-->…
କେନ୍ଦ୍ର ସରକାର କେନ୍ଦ୍ରୀୟ ସରକାରୀ କର୍ମଚାରୀ ଓ ପେନ୍ସନ୍ଭୋଗୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରିଛନ୍ତି
କେନ୍ଦ୍ର ସରକାର କେନ୍ଦ୍ରୀୟ ସରକାରୀ କର୍ମଚାରୀ ଓ ପେନ୍ସନ୍ଭୋଗୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହି ପଦକ୍ଷେପ ଦ୍ୱାରା ୪୭ ଲକ୍ଷ ୧୪ ହଜାର!-->…
ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ -ଭୋର ୪ ଟାରେ ଦ୍ୱାର ଫିଟାଯାଇ ୫ଟାରେ ମଙ୍ଗଳ ଆଳତୀ ହେବା ସହ ୬ଟା ୩୦ରୁ ୭ଟା ୩୦ ମଧ୍ୟରେ…
ଆରମ୍ଭ ହୋଇଛି କାର୍ତ୍ତିକ ବ୍ରତ । ଏହାର ପ୍ରଥମ ଦିନରେ ପ୍ରତ୍ୟୁଷରୁ ହବିଷ୍ୟାଳୀମାନେ ତୀର୍ଥପୁଷ୍କରିଣୀ ଓ ମହୋଦଧିରେ ସ୍ନାନସାରି ବ୍ରତପାଳନ ଲାଗି ତୁଳସୀ ଚଉରା ମୂଳରେ ମୁରୁଜକାଟି ରାଇ ଦାମୋଦର ପୂଜା କରୁଛନ୍ତି ।
କରୋନା ସଂକ୍ରମଣ ଆଶଂକା ଥିବାରୁ ହବିଷ୍ୟାଳିମାନେ କାର୍ତ୍ତିକ ବ୍ରତ!-->!-->!-->!-->!-->…
ଦେଶବ୍ୟାପୀ ଟିକାକରଣ ଅଭିଯାନରେ ୧୦୦କୋଟି ଡୋଜ୍ ଟିକା ପ୍ରଦାନ କରି ଐତିହାସିକ ସଫଳତା ହାସଲ
ଭାରତ ଦେଶବ୍ୟାପୀ ଟିକାକରଣ ଅଭିଯାନରେ ୧୦୦କୋଟି ଡୋଜ୍ ଟିକା ପ୍ରଦାନ କରି ଐତିହାସିକ ସଫଳତା ହାସଲ କରିଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡାକ୍ତର, ନର୍ସ ଏବଂ ଏହି ଅଭିଯାନରେ ସାମିଲ ଥିବା ପ୍ରତ୍ୟେକ ବର୍ଗଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।
ଏକ ଟ୍ୱିଟ୍ରେ ସେ!-->!-->!-->…
ଘରେ ଗଣେଶଙ୍କୁ ପୂଜା କରି କିପରି ଦୂର କରିବେ ବାସ୍ତୁ ଦୋଷ- ମିଳିବ ଧନ ଧାନ୍ୟ ସଫଳତା
ଗଣେଶଙ୍କ କୃପାରୁ ବାସ୍ତୁ ଦୋଷ ଦୂର କରନ୍ତୁଘରେ ଯେକୌଣସି ଶୁଭ କାମ ଆରମ୍ଭ କରିବା ପୂର୍ବରୁ ଭଗବାନ ଗଣେଶଙ୍କୁ ପୂଜା କରାଯାଇଥାଏ । ଗଣେଶଙ୍କୁ ପୂଜା କଲେ ବାସ୍ତୁ ଦୋଷ ହୋଇଥାଏ । ଘରର ମୁଖ୍ୟ ଦ୍ୱାର,ପୂଜା ସ୍ଥାନ,ରୋଷେଇ ଘର ଓ କାର୍ଯ୍ୟାଳୟରେ ଥିବା ବାସ୍ତୁଦୋଷ ଗଣେଶ ମୂର୍ତ୍ତି ରଖିଲେ ନଷ୍ଟ!-->…
ଲକ୍ଷ୍ମୀପୂଜା କାର୍ତ୍ତିକ ବ୍ରତ ବଡ଼କୋଠି ପୂଜା ମହାଖଳା ପୂଜା
କାର୍ତ୍ତିକ ବ୍ରତ ପବିତ୍ର କୁମାର ପୂର୍ଣ୍ଣମୀ । ଏହି ଅବରସରେ ପାରମ୍ପରିକ ରୀତିମତେ ଶ୍ରୀମନ୍ଦିରରେ ଶ୍ରୀଜିଉମାନଙ୍କର କେତେକ ବିଶେଷ ନୀତି ଅନୁଷ୍ଠିତ ହେଉଛି । ଶ୍ରୀଜଗନ୍ନାଥ ମହାପ୍ରଭୁ ଖେଳରେ ତାଙ୍କ ପତ୍ନୀ ମହାଲକ୍ଷ୍ମୀଙ୍କ ପାଖରେ ହାରିଯିବା ପରେ ୭ ଦିନ ବନ୍ଧା ହୋଇରହିବେ । ସାଧାରଣ ଚଳଣି ଓ!-->…