ଏକାଦଶ ହକି ଇଣ୍ଡିଆ ସିନିୟର ମହିଳା ଚାମ୍ପିୟନସିପ୍‍ ଓଡ଼ିଶା ଦଳ ହିମାଚଳ ପ୍ରଦେଶ ବିପକ୍ଷରେ ବୃହତ ବିଜୟ ହାସଲ

0 102

ଝାନ୍ସୀରେ ଚାଲିଥିବା ଏକାଦଶ ହକି ଇଣ୍ଡିଆ ସିନିୟର ମହିଳା ଚାମ୍ପିୟନସିପ୍‍ରେ ଗତକାଲି ଓଡ଼ିଶା ଦଳ ହିମାଚଳ ପ୍ରଦେଶ ବିପକ୍ଷରେ ବୃହତ ବିଜୟ ହାସଲ କରିଛି । ଦୀପ୍ତି ଲାକ୍ରା ଏକାକୀ ୬ଟି ଗୋଲ୍‍ ସ୍କୋର କରି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

ଗତକାଲି ଖେଳାଯାଇଥିବା ଅନ୍ୟ ମ୍ୟାଚଗୁଡ଼ିକରେ ପଞ୍ଜାବ ଓ ଚଣ୍ଡୀଗଡ଼ ବିଜୟୀ ହୋଇଛନ୍ତି । ସୁବର୍ଣ୍ଣପୁର ଜିଲ୍ଲା ଡେରାପଡାଠାରେ ଦେବାଙ୍ଗ ସଂପ୍ରଦାୟର ପ୍ରସିଦ୍ଧ ହରଗୌରୀ ଯାତ୍ରା ଆରମ୍ଭ ହୋଇଛି । ପ୍ରତି ଗୋଟିଏ ବର୍ଷ ଅନ୍ତରରେ ଶତାଧିକ ବର୍ଷ ଆଗରୁ ହେଉଥିବା ଏହି ଯାତ୍ରା ୯ଦିନ ଧରି ଚାଲିବ ।

Leave A Reply