ରବିବାର ହିନ୍ଦୁ ନବ ବର୍ଷ, ବାସନ୍ତୀକ ନବରାତ୍ର ଆରମ୍ଭ
ଦିନ- ରବିବାର , ମୀନ୪ ଦିନ ଚୈତ୍ର ୧୭୬ ଦିନ
ତାରିଖ- (ଦିନାଙ୍କ)- ମାର୍ଚ୍ଚ ୧୮,୨୦୧୮ ବିକ୍ରମ ସମ୍ବତ –୨୦୭୫ ଶକ ସମ୍ବତ-୧୯୩୯
ସୂର୍ଯ୍ୟୋଦୟ- ୦୫-୫୬-୧୧ ସୂର୍ଯ୍ୟାସ୍ତ-୫-୫୨-୧୯
ତିଥି- ଶୁକ୍ଳ ପ୍ରତିପଦ ରାତି ୬-୨୬ ନକ୍ଷତ୍ର- ସନ୍ଧ୍ୟା ୮/୪୧ ଉତ୍ତରଭାଦ୍ର ନକ୍ଷତ୍ର, ମୀନ ଚନ୍ଦ୍ର ଅହୋରାତ୍ର
ଘାତବାର- ମେଷ ରାଶି ଘାତଚନ୍ଦ୍ର – ଧନୁ ରାଶି ,
ଚନ୍ଦ୍ରଶୁଦ୍ଧି-ବୃଷ,ମିଥୁନ, କର୍କଟ,କନ୍ୟା, ତୁଳା, ବିଛା,ମକର,କୁମ୍ଭ,ମୀନ ରାଶିର ଚନ୍ଦ୍ରଶୁଦ୍ଧି
ସାମ୍ବତ୍ସରିକ ଶ୍ରାଦ୍ଧ-ପ୍ରତିପଦା ତିଥିର ଏକୋଦିଷ୍ଟ ଓ ପାର୍ବଣ
ଯୋଗୀନି ସ୍ଥିତି- ପୂର୍ବରେ ସନ୍ଧ୍ୟା ୬-୨୬ ପରେ ଉତ୍ତରରେ, ଯାତ୍ରା ନିଷେଧ
ଶୁଭ କର୍ମ- ନାହିଁ
ଶୁଭ ବେଳା- ଅମୃତ ବେଳା-ଦିନ ୬-୨୯ରୁ ଦିନ ୯-୫୨ ,ରାତି ୭-୩୦ରୁ ୯-୦୫
ମାହେନ୍ଦ୍ର ବେଳା-ଶୁଭ- ଦିନ ୧-୦୫ରୁ ୧-୫୩
ଅଶୁଭ ବେଳା- ଦିନ ୧୦-୨୨ରୁ ଦିନ ୧-୨୩, ଦିନ ୧-୦୫ରୁ ୧-୫୩
ପୁଷ୍କରଦୋଷ- ରାତି ୬-୨୬ ପରେ ଏକ ପାଦ