ଅଦାର ଆଣ୍ଟିବାଓଟିକ ଗୁଣ
ଆଣ୍ଟିବାୟୋଟିକ୍ ଗୁଣ ଯୋଗୁ ଥଣ୍ଡା, ସର୍ଦି, ଜ୍ୱର ଆଦି ହେଲେ ଅଦା ଖୋଜା ପଡେ।
ଶରୀରରେ ଥିବା ଭୂତାଣୁ ଏବଂ ସଂକ୍ରମଣ ଯୋଗୁ ସର୍ଦି, କାଶ ହୋଇଥାଏ।
ଏପରି ସ୍ଥିତିରେ ଅଦା ଖାଇବା ଦ୍ୱାରା ଏହି ଭୂତାଣୁ କବଳରୁ ମୁକ୍ତି ମିଳେ।
ଅଦା ମଧ୍ୟ ଏକ ପ୍ରାକୃତିକ ଯନ୍ତ୍ରଣାନିବାରକ ଯାହା ଶ୍ୱାସ ଏବଂ ହଜମକ୍ରିୟା ସମ୍ପର୍କିତ ସମସ୍ୟା ଦୂର କରିଥାଏ।