ଜାଣନ୍ତୁ ଗଣେଶ ପୂଜାର ତାରିଖ, ତିଥି , ସମୟ ଓ ଶୁଭ ମୁହୁର୍ତ୍ତ

0 3,544

ଗଣେଶ ହେଉଛନ୍ତି ବିଘ୍ନହର୍ତ୍ତା , ଗଜାନନ, ପାର୍ବତୀଙ୍କର ପୁତ୍ର । ସେ ଭକ୍ତଙ୍କର ସମସ୍ତ କଷ୍ଟ ନିବାରଣ କରନ୍ତି । ଚଳିତ ବର୍ଷ ସେପ୍ଟେମ୍ବର ମାସରେ ଗଣେଶ ପୂଜା ପଡୁଛି। ଭାଦ୍ରମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିର ଗଣେଶ ପୂଜା ହୋଇଥାଏ ।
ଗଣେଶ ଚତୁର୍ଥୀ ତାରିଖସ ସମୟ ଓ ଶୁଭ ମୁହୁର୍ତ୍ତ

ଗଣେଶ ଚତୁର୍ଥୀ ତିଥି – ୨ ସେପ୍ଟେମ୍ବର ୨୦୧୯

ବିସର୍ଜନ , ତିନି ଦିନି , ୫ ଦିନ , ୭ ଦିନ , ୧୦ ଦିନରେ କରିପାରିବେ ।

ମଧ୍ୟାହ୍ନ ପୂଜା ୧୧ୟା୫ରୁ ୧ଟା୩୬ ପର୍ଯ୍ୟନ୍ତ

ଏହି ଦିନ ଚନ୍ଦ୍ରକୁ ଦେଖନ୍ତୁ ନାହିଁ , ସକାଳ ୮ଟା ୫୫ରୁ ରାତି ପର୍ଯ୍ୟନ୍ତ ଚନ୍ଦ୍ରକୁ ଦେଖନ୍ତୁ ନାହିଁ

Leave A Reply